ମୌଳିକ ସୁବିଧାରୁ ବଞ୍ଚିତ ଡାଢିଆପଦର ଗ୍ରାମବାସୀ, ଗାଁକୁ ନାହିଁ ରାସ୍ତା ନାହିଁ ପାନୀୟ ଜଳର ବ୍ୟବସ୍ଥା
କଣ୍ଟାବାଞ୍ଜି: ଏ ହେଉଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ଡାଢିଆପଦର ଗାଁ । ଦୀର୍ଘ ବର୍ଷ ରୁ ଗାଁ ସ୍ଥାପନ ହୋଇଛି । ନା ଅଛି ଭଲ ରାସ୍ତା ନା ଅଛି ପାନୀୟ ଜଳର ବ୍ୟବସ୍ଥା । ସ୍ୱାସ୍ଥ୍ୟ ର କଥା ତ ନ କହିବା ଭଲ । ଜିଲ୍ଲା ର ସୀମାନ୍ତ ରେ ଜଙ୍ଗଲ ପାହାଡ ଘେରା ରାସ୍ତାରେ…