Browsing Tag

village cutoff in bolangir

ପାଣି ଘେରରେ ବଲାଙ୍ଗିରର ସିରିସ ଗାଁ, ମୋବାଇଲ୍‌ରେ ଲୋକେ ପଠାଇଲେ ଦୁର୍ଦ୍ଦଶାର ଚିତ୍ର

ବଲାଙ୍ଗିର (କେ ନ୍ୟୁଜ୍‌) : ବର୍ଷା ଓ ବନ୍ୟାରେ ଏବେ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ । ବଲାଙ୍ଗିରର ପ୍ରାୟ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଏକ ଗାଁ ହେଉଛି କୁଡାସିଂହ ନିକଟ ସିରିସ ଗ୍ରାମ । ବଲାଙ୍ଗିର ସଦର ଠାରୁ ୨୪…