Browsing Tag

village dispute

ଫୁଲ ତୋଳିବାକୁ ନେଇ ଗାଁରେ ଉପୁଜିଥିବା ବିବାଦର ସମାଧାନ କଲା ପୋଲିସ୍‌, ଦୀର୍ଘ ୪ ମାସ ହେଲା ବାସନ୍ଦ ଜୀବନ ବିତାଉଥିଲେ…

କାମାକ୍ଷାନଗର (କେ ନ୍ୟୁଜ୍‌) : ଆଲୋଚନା ଓ ବୁଝାମଣାରେ ବଡ଼ ବଡ଼ ବିବାଦର ବି ସହଜରେ ସମାଧାନ ହୋଇ ପାରିବ । ଏଭଳି କାମ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗାଁ ଲୋକେ । ଏଠି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା ।…