ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ,ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ବି ଫଳ ଶୂନ
ପାଣି ଟୋପେ ପାଇଁ ଏଠାରେ ଚାଲିଛି ପ୍ରତିଯୋଗିତା । ସାଲାଇନ ଡ୍ରପ୍ ପରି ପାଣି ଟ୍ୟାପରୁ ପାଣି ଝରୁଛି । ଅନ୍ୟପଟେ ମାଟି ତଳେ ଯାଇଥିବା ପାଣି ପାଇପ ନିକଟରେ ଗାତ କରି ଟୋପାଏ ଟୋପାଏ ପାଣି ସଂଗ୍ରହ କରୁଛନ୍ତି ମହିଳା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ଗାଁରେ ଏବେ ଠାରୁ ଆରମ୍ଭ…