Browsing Tag

villegers

ଯୁବଗୋଷ୍ଠୀ ସାଜିଲେ ଉଦାହରଣ, ନିଜେ ନେଇଛନ୍ତି ନିଜ ଗାଁର ଦାୟିତ୍ୱ

କିଏ ହାତରେ ପୁଳା ପୁଳା ଦଳ ବୋହି ଆଣୁଛି ତ ଆଉ କିଏ ପାଣିରେ ପହଁରି ଦଳ କାଢି ଆଣି ବାହାରେ ଫିଙ୍ଗିଦେଉଛି । ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ । ଚାଲିଛି ରଣାବନ୍ଧର ସଫେଇ କାମ । ଗାଁ ହେଉ ଅବା ସାହି ପଡିଶା । ସବୁଠି ରହିଥାଏ ଅନେକ ସମସ୍ୟା । ଆଉ ସେ ସବୁ ସମସ୍ୟାର ସମାଧାନ ପାଇଁ ଆମେ ନିର୍ଭର…

ଯାଜପୁର: ୱାଗନ୍ ବ୍ଲାଷ୍ଟିଂକୁ ବିରୋଧ, ପ୍ରତିବାଦରେ ଖାଦାନ ସମ୍ମୁଖରେ ଧାରଣା ଦେଲେ ବିଭିନ୍ନ ପଞ୍ଚାୟତବାସୀ

ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି ପାହାଡରେ ଆଜି ସ୍ଥାନୀୟ ତାଳଜଙ୍ଗ, ରାଇଛନ୍ଦା, ଏଣ୍ଡଳବା, ରେଖିଦେଇପୁର ଆଦି ପଂଚାୟତର ଶତାଧିକ ଜନସାଧାରଣ ଖାଦାନରେ ଚାଲିଥିବା ବ୍ଲାଷ୍ଟିଂକୁ ବନ୍ଦ କରିବା ସହ ଏହାର ତୀବ୍ର ବିରୋଧ କରିଥିଲେ । ବିଛାଖଣ୍ଡି ପାହାଡରେ ଦୀର୍ଘ ମିଆଦି ସୂତ୍ରରେ ୧୧ଗୋଟି ଖଣି ଲିଜ…

ଚୋରି କରିବାକୁ ଧରାପଡ଼ିଲା ଚୋର, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପୁରୀ(କେନ୍ୟୁଜ୍): ଧରାପଡ଼ିଲା ଚୋର । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ପୁରୀ ଗୋପ ବ୍ଲକ ସାଇଁସାଇଁ ଗାଁରେ ରାକେଶ ବାରିକ ଚୋରି କରିବାକୁ ଜଣଙ୍କ ଘରେ ପଶିଥିଲେ । ପରେ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଗଛରେ ବାନ୍ଧି ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ…