ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍ ଟ୍ରେନ୍ । ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ରହ୍ମପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ଟ୍ରେନ୍ରୁ ଧୂଆଁ ବାହାରୁଥିଲା। ଏସ୍-୩…