ହରିୟାଣା ସରକାର ଦେଇଥିଲେ ତିନୋଟି ଅଫର, ୪ କୋଟି ନଗଦ ଟଙ୍କାର ପୁରସ୍କାର ବାଛିଲେ ଭିନେଶ
ଷ୍ଟାର କୁସ୍ତିଯୋଦ୍ଧା ଓ ପ୍ୟାରିସ ଅଲିମ୍ପିକ୍ସରେ ପଦକ ପାଇବାରୁ ବଞ୍ଚିତ ହୋଇଥିବା ଭିନେଶ ଫୋଗାଟଙ୍କୁ ହରିୟାଣା ସରକାର ପୁରସ୍କାର ସ୍ୱରୂପ ତିନୋଟି ବିକଳ୍ପ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନାଇବ ସିଂହ ସୈନି ଭିନେଶ ଫୋଗାଟଙ୍କୁ ଯେଉଁ ବିକଳ୍ପ ଦେଇଥିଲେ ସେଥିରେ ରହିଥିଲା ସରକାରୀ ଚାକିରି…