ନିଶାରେ ପତ୍ନୀଙ୍କୁ ଫ୍ରାଇଂ ଫ୍ୟାନରେ ପିଟିଲେ ବିନୋଦ କାମ୍ବଲି, ଥାନାରେ ମାମଲା ଦାଏର କଲେ ପତ୍ନୀ
ପୁଣି ବିବାଦରେ ଫସିଲେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ବିନୋକ କାମ୍ବଲି ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ବିନୋଦଙ୍କ ପତ୍ନୀ ଏଣ୍ଡ୍ରିୟା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହା ଅଭିଯୋଗ କରିଛନ୍ତି । ବାନ୍ଦ୍ରା ପୁଲିସ ବନୋଦ…