Browsing Tag

violence in pakistan tv debate

ପାକିସ୍ତାନରେ ଟିଭି ଡିବେଟ୍‌ ସମୟରେ ନେତାଙ୍କ ମଧ୍ୟରେ ହାତାହାତି, ଜମେଇକି ଚାଲିଲା ବିଧା ଗୋଇଠା

ଇସ୍‌ଲାମ୍‌ବାଦ୍‌ : ଡିବେଟ୍‌ ସମୟରେ ବାଦୀ ଓ ପ୍ରତିବାଦୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ହେଲେ ପାକିସ୍ତାନରେ ଏକ ଟିଭିରେ ଚାଲିଥିବା ଲାଇଭ୍‌ ଡିବେଟ୍‌ ସମୟରେ ନେତାଙ୍କ ମଧ୍ୟରେ ମାଡପିଟ୍‌ ହେବା କଥାକୁ କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ବାଦ ବିବାଦ ଏତେ ଗମ୍ଭୀର ହୋଇଯାଇଥିଲା…