ଦୁଇ ଭାଇ ମିଶି ୱାଗନର୍ କାରକୁ ପରିଣତ କରିଲେ ହେଲିକପ୍ଟରରେ, ଗାଡିଟିକୁ ଜବତ କରିଛି ପୋଲିସ
ଏବେ ଆକାଶରେ ନୁହେଁ ରାସ୍ତାରେ ଗଡୁଛି ହେଲିକପ୍ଟର । କଥାଟା ବିଶ୍ୱାସ ନହେଉଥିଲେ ବି ସତ । ତେବେ ଉତ୍ତରପ୍ରଦେଶର ଆମ୍ବେଦକରନଗରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାକାର ଦୁଇ ଭାଇ ମିଶି ଏକ ୱାଗନର୍ କାରକୁ ପରିଣତ କରିଛନ୍ତି ହେଲିକପ୍ଟରରେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ…