Browsing Tag

viral news

ଚୁଡ଼ି ବିକାଳିଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଇଂରାଜୀ ଶବ୍ଦ, ଭାଇରାଲ ହେଉଛି ଭିଡିଓ

ଚୁଡ଼ି ବିକାଳିଙ୍କ ମୁହଁରୁ ବାହାରୁଛି ଧଡ଼ା ଧଡ଼ ଇଂରାଜୀ ଶବ୍ଦ । ଆତ୍ମବିଶ୍ୱାସର ସହ ଚୁଡ଼ି ବିକାଳି ଜଣଙ୍କ ନିଜ କଥାକୁ ଅତି ସ୍ପଷ୍ଟ ଭାବେ ଇଂରାଜୀରେ କହିିଛନ୍ତି । ଇଂରାଜୀରେ କଥା କୁହା ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଛି । କେବଳ ଯେ ଇଙ୍ଗଳିସ୍‌ ମିଡିୟମରୁ ପାଠ ପଢ଼ିଲେ ଭଲ ଇଙ୍ଗଲିସ୍‌ କହି…

ହାତରେ ଫୋନ ଧରି ପାଦରେ ଗାଡ଼ି ଚଳାଇଲେ ବ୍ୟକ୍ତି, ଷ୍ଟଣ୍ଟର ଭିଡିଓ ହେଉଛି ଭାଇରାଲ

ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ଯେତେ ସତର୍କ ରହିଲେ ମଧ୍ୟ କମ୍‌ ପଡ଼େ । କାରଣ ଦିନକୁ ଦିନ ଦୁର୍ଘଟଣାର ମାମଲା ବଢ଼ିବାରେ ଲାଗିଛି । ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ସରକାରଙ୍କ ନିୟମକୁ ଟିକେ ବି ଖାତିର କରନ୍ତି…

ଆଖି ବନ୍ଦ କରି GPS ଉପରେ ଭରସା କରିଥିଲେ ମହିଳା, ୱାକିଂ ବ୍ରିଜରେ ଫସିଗଲା କାର

ଟେକ୍ନୋଲୋଜି ଏବେ ଆମ ଜୀବନର ଏକ ଅଂଶ ହୋଇଯାଇଛି । ବର୍ତ୍ତମାନ, ଖାଦ୍ୟ ଅର୍ଡର କରିବା ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ,ସବୁକିଛି ଆମେ ମୋବାଇଲ୍ ମାଧ୍ୟମରେ ହିଁ କରିଥାଉ । ବର୍ତ୍ତମାନ ଯଦି ଆମକୁ କୌଣସି ସ୍ଥାନକୁ ଯିବାର ଅଛି, ତେବେ ଲୋକଙ୍କୁ ପଚାରିବା ପରିବର୍ତ୍ତେ, ଆମେ ଜିପିଏସର ସାହାଯ୍ୟ…

Iphone 15 pro max ପାଇଁ ଜିଦ୍ ଧରିଲା ୧୧ ବର୍ଷର ଝିଅ, ବାପା ମନା କରିବାରୁ କହିଲା, ‘ତମେ ମୋ ଜୀବନ ନଷ୍ଟ…

ଆଜିକାଲି ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କୁ ଖୁବ ଛୋଟ ବୟସରୁ ମୋବାଇଲ୍ ଫୋନ୍ ଦେଉଛନ୍ତି ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କ ଉପରେ ସବୁବେଳେ ନଜର ରଖିପାରିବେ । କିନ୍ତୁ ଏହି ମୋବାଇଲ୍ ପରେ ସେମାନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ, କାରଣ ତା'ପରେ ପିଲାମାନେ ମୋବାଇଲ୍ ଛାଡନ୍ତି…

ମହିଳାଙ୍କ ଚୁଟି ଟାଣି ଘୋଷାଡ଼ି ନେଲେ ଲେଡି କନେଷ୍ଟବଳ, ଭିଡିଓ ଦେଖି ଉତ୍ତେଜିତ ହେଲେ ଲୋକେ

ପୋଲିସ କର୍ମଚାରୀ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ସବୁବେଳେ ସଜାଗ ରହିଥାନ୍ତି । କିନ୍ତୁ କିଛି କର୍ମଚାରୀ ଏମିତି ବି ଥାଆନ୍ତି, ଯେଉଁମାନେ ନୀରିହ ଜନ ସାଧାରଣଙ୍କୁ ପୋକ ମାଛି ଭଳି ବ୍ୟବହାର କରନ୍ତି । ଏପରି କହିବାର କାରଣ ହେଉଛି ନିକଟରେ ହିଁ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଦୁଇ ଜଣ ଲେଡି…

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର, ଭାଇରାଲ ହେଉଛି ଭିଡିଓ

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର । ଭାଇରାଲ ଭିଡିଓରେ ଏକ ଘର ଭୁଶୁଡ଼ି ପଡ଼ି ଦୁଇ ଫାଳ ହୋଇଯାଇଛି । ଆପଣ ନିଶ୍ଚତ ଭାବୁଥିବେ ଯେ ଭୂମିକମ୍ପ ପାଇଁ ଘରଟି ହୁଏତ ଭୁଶୁଡ଼ି ପଡ଼ିଥିବ । କିନ୍ତୁ ଏ ଘର ଭୁଶୁଡ଼ିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଭଳି ଅଭାବନୀୟ ଘଟଣା ପୁଡୁଚେରୀର ଅଟ୍ଟୁପଟି…

ବିଳମ୍ବ ହେଲା ଟ୍ରେନ୍‌, ରାଗରେ ଡ୍ରାଇଭରଙ୍କୁ ପଥରରେ ଆକ୍ରମଣ କଲେ ଯାତ୍ରୀ

ଟ୍ରେନ୍‌ ସମ୍ବନ୍ଧୀୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । କେତେବେଳେ ଟ୍ରେନରେ ସିଟ ପାଇଁ ଲଢ଼େଇ କରୁଥିବାର ଭିଡିଓ ଭାଇରାଲ ହୁଏ ତ ବେଳେବେଳେ ଟ୍ରେନ ଭିତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହୁଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଜଣେ ଯାତ୍ରୀ ଟ୍ରେନ…

କାନ୍ଧରେ ହେଉଥିଲା ଯନ୍ତ୍ରଣା, ମାତ୍ର ୯ ହଜାର ଟଙ୍କାରେ ଗାଡ଼ିକୁ କଲେ ଅଟୋମ୍ୟାଟିକ୍‌

ଜଣେ ଉବର ଡ୍ରାଇଭରଙ୍କ ଆଶ୍ଚର୍ଯ୍ୟଜନକ କାରନାମା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ଗାଡ଼ିରେ ଏମିତି କିଛି ଚେଞ୍ଜ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଭାରତରେ ପ୍ରତିଭାର ଅଭାବ ନାହିଁ । ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ଆପଣ ବି ଏ କଥା କୁ ବିଶ୍ୱାସ କରିବେ…

ମୋବାଇଲ ଛଡାଇ ଚଳନ୍ତା ଟ୍ରେନରୁ ଛୁ ମାରୁଥିଲା ଚୋର, ଖସି ପଳାଇବା ସମୟରେ ଟ୍ରେନରେ ଲଟକି ରହିଲା

ବିଶେଷକରି ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କୁ ସେମାନଙ୍କ ସାମଗ୍ରୀର ଯତ୍ନ ନେବାକୁ ସବୁବେଳେ ପରାମର୍ଶ ଦିଆଯାଇଥାଏ, ଯାହାଦ୍ୱାରା ସେମାନେ ଚୋର ଏବଂ ବଦମାସଙ୍କର ଶିକାର ନ ହୁଅନ୍ତି । କିଛି ଲୋକ ଏହାକୁ ହାଲକା ଭାବରେ ଗ୍ରହଣ କରନ୍ତି, ସେମାନେ ଭାବନ୍ତି ଯେ ଏହା ସେମାନଙ୍କ ସହିତ କେବେବି…

୨୦ କେଜି ପାର୍ଲେ-ଜି ବିସ୍କୁଟରେ ରାମ ମନ୍ଦିର ପ୍ରତିକୃତି ନିର୍ମାଣ କଲେ ପଶ୍ଚିମବଙ୍ଗର ଜଣେ ଯୁବକ, ଭାଇରାଲ ହେଉଛି…

ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ରାମଲଲାଙ୍କ ମନ୍ଦିର…

୨୯ ବର୍ଷ ବୟସ୍କା ମହିଳାଙ୍କ ୨୨ ବର୍ଷର ଝିଅ, ଦେଖା ଯାଆନ୍ତି ଦୁଇ ଭଉଣୀ ଭଳି

ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସେ ଯେ କିଛି ମା ଏବଂ ଝିଅଙ୍କ ବୟସରେ ଖୁବ କମ୍ ପାର୍ଥକ୍ୟ ଥାଏ । ଏହାର ଅନେକ କାରଣ ଥାଇପାରେ, କିନ୍ତୁ ଏବେ ଏକ ମା- ଝିଅ ଯୋଡି ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି କରିଛନ୍ତି, କାରଣ ସେମାନଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ମାତ୍ର ୭ ବର୍ଷ । ୨୯ ବର୍ଷ ବୟସ୍କା…

ବେଙ୍ଗାଲୁରୁର ରାଜରାସ୍ତାରେ ଏକ ଛୋଟ ଛୁଆ ଚଲାଉଥିଲା ମହିନ୍ଦ୍ରା ଥାର, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ଛୁଆ ନିଜ ବାପାଙ୍କ କୋଳରେ ବସି ମହିନ୍ଦ୍ରା ଥାର ଚଲାଉଥିବାର ନଜର ଆସିଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଏହା ଭାଇରାଲ ହେବାରେ ଲାଗିଛି । "ସଗୟ ରାଜ ପି" ନାମକ ଜଣେ X ଆକାଉଣ୍ଟ୍ ୟୁଜର ଏହି ଭିଡିଓକୁ ନିଜ ଆକାଉଣ୍ଟରେ ପୋଷ୍ଟ…