Browsing Tag

viral news

ହାତୀ ଘଉଡାଇବାକୁ ଆସିଛନ୍ତି ଫରେଷ୍ଟର କିନ୍ତୁ ନିଜେ ପାଦଟେ ଚାଲିପାରୁନାହାଁନ୍ତି, କହିଲେ ଦେଖାଉଛନ୍ତି ନାଲିଆଖି

ସମ୍ବଲପୁର (କେନ୍ୟୁଜ) : ଡ୍ୟୁଟି ସମୟରେ ମାତାଲ ହେଲେ ଫରେଷ୍ଟର । ପାଦଟେ ଚାଲି ପାରୁନାହାଁନ୍ତି, ପାଟି ଖନି ମାରୁଛି । କିଛି ପଚାରିଲେ ପାଟିରୁ ବାହାରୁଛି ଅଭଦ୍ର ଭାଷାରେ ଗାଳି । ପାଦ ଟଳ ମଳ ହେଉଛି ପୁଣି ତାସାଙ୍ଗକୁ ନାଲି ଆଖି ଦେଖାଯାଉଛି । ହାତୀ ଘଉଡାଇବା ପାଇଁ ଡ୍ୟୁଟିରେ ଆସିଛନ୍ତି…

ଦିନ ଦ୍ୱିପ୍ରହରରେ ଶିକ୍ଷୟିତ୍ରୀଙ୍କୁ ଅପହରଣ କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । ରାତି କଣ ଅପରାଧୀମାନେ ଦିନରେ ବି ଅପରାଧ କରିବାକୁ ପଛାଉ ନାହାନ୍ତି । ନା ଅଛି ପୋଲିସର ଭୟ ନା ଅଛି କାନୁନର ଭୟ । ନିର୍ଭୟରେ ଅପରାଧିକ କାର୍ଯ୍ୟକୁ କରୁଛନ୍ତି କିଛି ଅପରାଧି । ତେବେ ନିକଟରେ ଏଭଳି ଏକ ଅପହରଣର ମାମଲା ସାମ୍ନାକୁ ଆସିଛି । ଯାହାକୁ…

ପ୍ଲାଟଫର୍ମ ଓ ମେଟ୍ରୋ ଟ୍ରେନ ମଝିରେ ଫସିଲେ ଯୁବକ, ଭିଡିଓ ହେଉଛି ଭାଇରାଲ

ଦିଲ୍ଲୀ ମେଟ୍ରୋ କିମ୍ବା ଷ୍ଟେସନର ସବୁବେଳେ କିଛି ନା କିଛି ଅଜବ ଭିଡିଓ ଭାଇରାଲ ହୁଏ । କିନ୍ତୁ ଏଥର ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଖୁବ ଭୟଙ୍କର । ନିକଟରେ ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଫସିରହିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ମେଟ୍ରୋ…

ଜୋତା କି କାର ନୁହେଁ ହେଲମେଟ୍‌ ଭିତରେ ଲୁଚି ବସିଛି ସାପ, ଭାଇରାଲ ହେଉଛି ଭିଡିଓ

ଯଦି ଆପଣ ହେଲମେଟ ପିନ୍ଧୁଛନ୍ତି ତେବେ ଏହାକୁ ପିନ୍ଧିବା ପୂର୍ବରୁ ଥରେ ଭଲ ଭାବେ ଚେକ୍‌ କରି ନିଅନ୍ତୁ । କାରଣ ହେଲମେଟ ଭିତରେ ଥାଇପାରେ ବିଷାକ୍ତ ସାପ । ଯାହା ଆପଣଙ୍କ ଜୀବନ ନେଇପାରେ । ଯଦି ଆପଣ ସାମାନ୍ୟ ଅବହେଳା କରନ୍ତି ତେବେ ଆପଣଙ୍କ ଜୀବନ ଯିବାରୁ କେହି ଆପଣଙ୍କୁ ରକ୍ଷା କରି ପାରିବେନି…

ଛାତ୍ରଙ୍କୁ ଅପହରଣ ପରେ ମାଡ଼ ମାରି ମୁହଁରେ ପରିସ୍ରା କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ମଦ ର ନିଶା ହୋଇଗଲେ ମଣିଷ କିଛି ବୁଝି ପାରେନି । ନିଜର ମାନସିକ ସ୍ଥିତିକୁ ହରାଇ ବସେ । କିଛି ଲୋକଙ୍କୁ ମଦ ନିଶା ଏମିତି ଘାରେ ଯେ ସେ ନିଜ ହିତାହିତ ଜ୍ଞାନକୁ ହରାଇ ବସନ୍ତି ଏବଂ ଜନ ସାଧାରଣଙ୍କ ଉପରେ କରନ୍ତି ଅମାନୁଷିକ କାଣ୍ଡ । ତେବେ କିଛି ନିଶାସକ୍ତ ଯୁବକ ମଦ ନିଶାରେ କିଛି ଏପରି…

ବୃଦ୍ଧ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ରେଳ ସୁରକ୍ଷା କର୍ମୀ, ସିସିଟିଭିରେ କଏଦ ହେଲା…

ସିସିଟିଭିରେ କଏଦ ହେଲା ରେଳ ସୁରକ୍ଷା କର୍ମୀଙ୍କ ସାହସିକତା । ନିଜ କର୍ତ୍ତ୍ୟବକୁ ନିଷ୍ଠାର ସହ ପାଳନ କରୁଥିବାର ଦୃଶ୍ୟ ହେଲା ଭାଇରାଲ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବି ଖାତିର କଲେନି । ନିଜ ଜୀବନକୁ ବାଜି ଲଗାଇ ଜଣେ ବୃଦ୍ଧଙ୍କୁ ବଞ୍ଚାଇଲେ ଜଣେ ସୁରକ୍ଷା କର୍ମୀ । ଯାହାର…

ଲୁଚି ଲୁଚି ଘରେ ପଶିଲା ଚିତା, ପରେ ଧାରୁଆ ନଖରେ ୬ ଜଣଙ୍କୁ କଲା ଆକ୍ରମଣ

ଅତିଥି ଭଳି ଘରେ ପଶିଲା ଚିତା ବାଘ । ବାଘ ଦେଖି ଛାନିଆ ହେଲେ ଘରର ସମସ୍ତ ସଦସ୍ୟ । କେଉଁଠି ଥିଲା କେଜାଣି ଚୁପ୍‌ ଚୁପ୍‌ ଆସି ଘରେ ପଶିଲା । ବାଘକୁ ଦେଖିବା ପରେ ଘର ଲୋକେ କଣ କରିବେ କିଛି ବୁଝି ପାରିଲେନି । କେମିତି ଘରୁ ବାହାରିିବେ ଏଇ ଚିନ୍ତା ଘାରିଲା । ଭୁଲରେ ଯଦି ଚିତା ହାବୁଡ଼ରେ ପଡ଼ିଲେ…

ଟ୍ରେନରେ ପଶିବାକୁ ଉଦ୍ୟମ, ଭିତରକୁ ଯିବାପାଇଁ ଗେଟରେ ଓହଳି ପଡିଲେ

ଦୀପାବଳୀକୁ ବହୁତ ଧୂମଧାମରେ ପାଳନ କରିଛନ୍ତି ଲୋକେ । ଆଉ ଉତ୍ସବ ସରିବା ପରେ ଲୋକମାନେ ଏବେ ନିଜ କାମରେ ଯୋଗ ଦେବାକୁ ବାହାରି ପଡିଛନ୍ତି । ରେଳ ଷ୍ଟେସନରେ ଯେମିତି ଯାତ୍ରୀଙ୍କ ଭିଡ ଲାଗିଥିଲା ଯାହାକୁ ଦେଖି ଆପଣ କହିବେ ଏ ଷ୍ଟେସନ ନୁହେଁ ତ କୋଉ ମେଳା ବୋଧେ । ଠିକ ସେମିତି ହିଁ ଚିତ୍ର…

ବାଘକୁ ଧରି ରାସ୍ତାରେ ବୁଲିଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ପ୍ରାୟତଃ ଜୀବଜନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି, ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓଟି ଇନଷ୍ଟାଗ୍ରାମ ୟୁଜର…

ଅଧରାତିରେ ଫାଟିଲା ଫ୍ରିଜ୍‌, ଚାଲିଗଲା ଗୋଟିଏ ପରିବାରର ଛୁଆଙ୍କ ସମେତ ୫ ଜୀବନ

ଆପଣଙ୍କ ଘରେ ଫ୍ରିଜ ଅଛି ତ ? ଯଦି ଅଛି ତାହେଲେ ସାବଧାନ ରୁହନ୍ତୁ... ଯଦି ଟିକେ ଅନ୍ୟମନସ୍କ ହେବେ ତାହେଲେ ଏହା ସିଧା ବ୍ଲାଷ୍ଟ ହେଇଯିବ .. ଆଉ ଏମିତି ଫାଟିବ ଯେ ଘରର ସବୁ ଲୋକଙ୍କ ଜୀବନ ଚାଲିଯିବ..ଯେମିତିକି ଏଇ ପରିବାର ସହ ଘଟିଯାଇଛି..ଗତ ରବିବାର ରାତିରେ ହଠାତ ଘରେ ଫ୍ରିଜ ଫାଟି ବିସ୍ଫୋରଣ…

ଲାଇଭ କ୍ଲାସରେ ଶିକ୍ଷକଙ୍କ ଚପଲରେ ମାଡ଼ ମାରିଲା ଛାତ୍ର, ଭିଡିଓ ହେଉଛି ଭାଇରାଲ

ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର । ଲାଇଭ କ୍ଲାସରେ ହେଲା ଏମିତି । ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ ।…

କାନାଡାର ମାଇକ୍‌ ଜ୍ୟାକ୍‌ କରିଛନ୍ତି ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ, ୬ ମିନିଟ୍‌ ୪୯.୨୦ ସେକେଣ୍ଡରେ ଖାଇଲେ ୫୦ ଟି ରାଗ…

ଲୋକମାନେ ଭିନ୍ନ ଭିନ୍ନ କାମ କରି ରେକର୍ଡ କରନ୍ତି । ତାହା ମଧ୍ୟରୁ କିଛି ରେକର୍ଡ ଏପରି ହୋଇଥାଏ, ଯାହାକୁ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଯାଏ । ସମୟ ସମୟରେ ଏମିତି କିଛି ଅଦ୍ଭୁତ କାମ ଲୋକମାନେ କରି ଦେଖାଇ ଥାନ୍ତି ଯାହା ପାଇଁ ସେମାନଙ୍କର ନାମ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ ରେ…