ଟ୍ରମ୍ପଙ୍କ ପୋପ ଅବତାର ନେଇ ଝଡ଼ ,ଭାଇରଲ ହେଉଛି AI ଜେନେରେଟଡ଼ ଫଟୋ
ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋପଙ୍କ ଅବତାରରେ ଦେଖିବାକୁ ମିଳିଛି । ପରବର୍ତ୍ତୀ ପୋପ୍ କିମ୍ବା କ୍ୟାଥୋଲିକ ପୋଣ୍ଟିଫ୍ ହେବାକୁ ଚାହାଁନ୍ତି ବୋଲି ମଜା କରିବା ପରେ ନିଜ ସୋସିଆଲ ପ୍ଲାଟଫର୍ମରେ ପୋପ୍ ପୋଷାକ ପିନ୍ଧିଥିବା ଏକ AI ଜେନେରେଟେଡ୍ ଫଟୋ ପୋଷ୍ଟ…