Browsing Tag

viral photo

ମୁଣ୍ଡରେ ଇଟା ବୋଝ, କାନ୍ଧରେ ଝୁଲୁଛି ପିଲା ! ଦେଖନ୍ତୁ ଏ ମା’ ତ୍ୟାଗର ଗୋଟେ ଝଲକ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଆଚ୍ଛା ଆଚ୍ଛା ଲୋକଙ୍କୁ ବି ଇମୋସନାଲ କରିଦେଉଛି। ବିଶ୍ୱାସ କରନ୍ତୁ ଆପଣ ଏ ଫଟୋ ଦେଖିଲେ ନିଶ୍ଚୟ ଭାବରେ ବୁଝିପାରିବେ ଯେ ଦୁନିଆର ମାଆର କେତେ ବଡ ତ୍ୟାଜ ରହିଛି ଆମ ଉପରେ। ଆମେ ଜାଣିଛନ୍ତି ମା’ର ସ୍ଥାନ ଅପୂରଣୀୟ। ତାର ସ୍ନେହ, ପ୍ରେମ, ମମତା ଆଗରେ…

ସୋସିଆଲ ମିଡିଆରେ ଭାଇରଲ ହେଉଛି ୨୦ ଟଙ୍କିଆ ନୋଟ, ଯେଉଁଥିରେ ଲେଖା ହୋଇଛି, ‘ରିୟା ଚକ୍ରବର୍ତ୍ତୀ…

ସୁଶାନ୍ତ ସିଂ ରାଜପୁତ କେସର ବର୍ତ୍ତମାନ ସିବିଆଇ ଯାଞ୍ଚ ଚାଲିଛି। ଏହି କେସରେ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତେବେ ରିୟାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କ ଧୋକାବାଜିକୁ ନେଇ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଏବେ ଏବେ ସୋସିଆଲ…

ସ୍ୱାମୀ ସହିତ କାଲିଫର୍ଣ୍ଣିଆ ବିଚ୍‌ରେ ମସ୍ତି କରୁଥିବା ନଜର ଆସିଲେ ସନି ଲିଓନ, କହିଲେ ପାଳନ କରୁଛି ସୋସିଆଲ ଡିଷ୍ଟାସିଂ

ବଲିଉଡର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ସନି ଲିଓନ ଏବେ ଆମେରିକାରେ ସ୍ୱାମୀଙ୍କ ସହିତ ମସ୍ତି କରୁଛନ୍ତି। ସନି ମୁମ୍ବାଇରେ ଥିବା ବେଳେ ସାମାଜିକ ଦୂରତାକୁ ମାନୁଥିବା ବେଳେ କାଲିଫର୍ଣ୍ଣିଆରେ ମଧ୍ୟ ସାମାଜିତ ଦୂରତାକୁ ମାନି ଚଳୁଛନ୍ତି। ସନି ଡାନିଏଲଙ୍କ ସହିତ ସମୁଦ୍ର କୂଳରେ ବୁଲିବା ସହିତ ମସ୍ତି…

ଭାଇରଲ ହେଉଛି ବଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌, ଫଟୋ ଦେଖି ଚିହ୍ନିପାରିବେ ତ !

ଭାରତୀୟ କ୍ରିକେଟରଙ୍କ ‘ଫିମେଲ ଭର୍ସନ’ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏବେ ଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌ ଭାଇରଲ ହେବାରେ ଲାଗିଛି। ଏହି ଫଟୋରେ ଦୀପିକା ପାଦୁକୋନ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚେପ୍ରା, ସୋନ କପୁର, ଶ୍ରଦ୍ଧା କପୁର, କଙ୍ଗନା ରଣାଓ୍ଵତ, କିଆରା ଆଡଭାନୀ, ତମ୍ମନା ଭାଟିଆ…

ଆମ ଭାରତୀୟ ମଧ୍ୟ କୋଉ ଚାଇନାବାଲାଙ୍କ ଠାରୁ କମ ନୁହେଁ, ଦେଖନ୍ତୁ ଦେଶୀ ଜୁଗାଡ଼ର କିଛି ଚିତ୍ର

ଦୁନିଆରେ ଏମିତି ମସ୍ତ ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ କୌଣସି ବି କାମ ଦିଅନ୍ତୁ ସେମାନେ ସବୁ କାମକୁ ସିଧା ତରିକାରେ ନୁହେଁ ବରଂ ନିଜ ବୁଦ୍ଧି ବଳରେ କରିଥାନ୍ତି। ଯାହାକୁ ଆମେ ଯୁଗାଡ଼ ବୋଲି କହିଥାଉ। ସୋସିଆଲ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ ଲୋକଙ୍କର କାରୁକାର୍ଯ୍ୟ ଖୁବ ଭାଇରଲ ହୋଇଥାଏ।…

ବାପା-ଝିଅଙ୍କର ଏହି ଫଟୋ ଲୋକଙ୍କୁ କରିଦେଇଛି ଭାବୁକ, କିନ୍ତୁ କାହିଁକି ପଢନ୍ତୁ

ସବୁ ବାପା ମାଙ୍କର ସ୍ୱପ୍ନ ଥାଏ ସନ୍ତାନଙ୍କ ଉତ୍ତମ ଭବିଷ୍ୟତ। ଏକ ଏମିତି ଭବିଷ୍ୟତ ଯାହା ଜୀବନରେ ତାଙ୍କୁ ନିଜ ସନ୍ତାନ ସନ୍ତତି ପାଇଁ ଗର୍ବ ଅନୁଭବ ହେବ। ଗର୍ବରେ ଛାତି ଚଉଡ଼ା ହୋଇଯାଉଥିବ। ସବୁ ମାଆ ବାପା ଚାହଁନ୍ତି ସେମାନଙ୍କ ପୁଅ ଝିଅ ଜୀବନରେ ସଫଳତା ପାଆନ୍ତୁ ଏବଂ କିଛି ବଡ ପଦବୀରେ…

କାଲିଫର୍ନିଆ ହାଇୱେରେ ଏଠି ସେଠି ବିଛେଇ ହୋଇ ପଡ଼ିଥିଲା ଶହ ଶହ ଫେସ ମାସ୍କ, ୧ ଘଣ୍ଟା ଟ୍ରାଫିକ ଜାମ, ଦେଖନ୍ତୁ Viral…

କରୋନା ମହାମାରୀ ଭିତରେ କାଲିଫର୍ନିଆର ହାଇୱେରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। କଥାଟି ହେଲା, କିଛିଦିନ ତଳେ ଏଠାରେ ଶତାଧିକ ଫେସ ମାସ୍କ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା। ଏତେ ସଂଖ୍ୟକ ଫେସ ମାସ୍କ ଏମିତି ପଡିଥିବାର ଦେଖି କିଛି ସମୟ ଟ୍ରାଫିକ…

ଇଂଲଣ୍ଡର ଏହି କ୍ରିକେଟରଙ୍କୁ ନିଜ ସ୍ତ୍ରୀଙ୍କ ହାତରେ ଚୁଟି କଟେଇବା ପଡିଲା ମହଙ୍ଗା, ଉପର ପଟୁ ହୋଇଗଲା ଏଭଳି ଅବସ୍ଥା

କିଛିଦିନ ପୂର୍ବରୁ କ୍ୟାପଟେନ ବିରାଟ କୋହଲି ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କର ଚୁଟି କାଟୁଥିବାର ନଜର ଆସିଥିଲେ। ଏହାପରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ଏମିତି ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଗାର୍ଲଫ୍ରେଣ୍ଡ…

ଜବରଦସ୍ତ ଅନ୍ଦାଜରେ ସମୁଦ୍ରକୂଳରେ ନଜର ଆସିଲେ ମୌନୀ, ଫଟୋ ଦେଖି ଦର୍ଶକେ ହେଲେ ପାଗଳ

ଟିଭି ଦୁନିଆରୁ ବଲିଉଡରେ ଏଣ୍ଟ୍ରି କରିଥିବା ମୌନୀ ରାୟ ଏବେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି ଫଟୋ ଦେଖିଲେ ଦିଓ୍ଵାନା ହେଇଯିବେ ନିଶ୍ଚିତ। ମୌନୀ ଏହି ଫଟୋ ମାଲଦ୍ୱୀପରେ ଉଠାଇଛନ୍ତି। ଯେଉଁଥିବେ ସେମାନେ  …

ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରଖାଗଲା

ଓଭରୱେଟ ଏକ ସାଧାରଣ ସମସ୍ୟା। କିନ୍ତୁ ଆପଣ କେବେ ଭାବିଛନ୍ତି, ପେଚାକୁ ବି ହୋଇପାରେ ଓଭରୱେଟ ସମସ୍ୟା? ହଁ, ପେଚାଟି ଏତେ ମୋଟା ହୋଇଯାଇଥିଲା ଯେ ଡେଣା ମେଲାଇ ଉଡ଼ିପାରୁ ନ ଥିଲା। Suffolk Owl Sanctuary ନିଜ ଇନ୍‌ଷ୍ଟା ପେଜ୍‌ରେ ଏହି ପେଚାର ଫଟୋକୁ ଶେୟାର କରିଥିଲା। ଏହା ତରଫରୁ…

ମଶା ନା ରାକ୍ଷସ! ସୋସିଆଲ ମିଡିଆରେ ଘୂରି ବୁଲିଛି ଏହି ରାକ୍ଷସ ମଶାର ଫଟୋ, ଯାହାକୁ ଦେଖିଲେ ଆପଣ ହତ୍‌ବାକ ହୋଇଯିବେ

ମଶା ଯେତେ ବି ବଡ଼ ହୋଇଥାଉ, ମଣିଷ ସବୁବେଳେ ତାକୁ ଛୋଟ ପତଙ୍ଗ ବୋଲି ଭାବିଥାଏ। ଆଉ ଭାବିବନି ବା କେମିତି? ଏହା ଦେଖିବାକୁ ହିଁ ବହୁତ ଛୋଟ। କିନ୍ତୁ ସୋସିଆଲ ମିଡିଆରେ ଏବେ ଯେଉଁ ମଶାର ଫଟୋ ଘୂରି ବୁଲୁଛି, ତାହାକୁ ଦେଖିଲେ ଆପଣ ନିଦରୁ ବି ଉଠିଯିବେ। ଏହାକୁ ଦେଖିବା ପରେ ଆପଣଙ୍କ ଭାବନା…

ଅଜଣା ମହିଳାଙ୍କୁ ନିଜ ସିଟ୍‌ ଦେଇ ଛିଡ଼ା ହୋଇ ରହିଲା ଏହି ବାଳକ, ପୁଣି ଦେଖାଇଲା ଏଭଳି ମଣିଷପଣିଆ, ସୋସିଆଲ ମିଡିଆରେ…

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଫଟୋ ଲୋକଙ୍କୁ ଭାବୁକ କରିଦେଉଛି। ଫଟୋରେ ଦେଖିବାକୁ ମିଳୁଛି ଯେ ଜଣେ ବାଳକ ତା’ର ଦୁଇ କାନ୍ଧରେ ଦୁଇଟି ବ୍ୟାଗ୍‌ ଝୁଲାଇ ଛିଡ଼ାହୋଇଛି। ସୋସିଆଲ ମିଡିଆ ପୋଷ୍ଟ ମୁତାବକ, ପିଲାଟି ପ୍ରଥମେ ସିଟ୍‌ରେ ବସିଥିଲା। କିନ୍ତୁ ଟ୍ରେନ୍‌ରେ ଜଣେ ମହିଳା ଛୋଟ ଶିଶୁକୁ…