Browsing Tag

viral post

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ୪୦ ଘଣ୍ଟା ହେଲା ନିଖୋଜ, ଖବର ଦେଲେ ମିଳିବ ୧୧,୦୦୦ ଟଙ୍କା: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ…

ଝାରଖଣ୍ଡ ରାଜନୀତି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ମଧ୍ୟରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁଲାଲ ମରାଣ୍ଡିଙ୍କ ଏକ ଟ୍ଵିଟ୍‌ ଭାଇରଲ ହେଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାବୁଲାଲ ମରାଣ୍ଡି ଫଟୋ ପୋଷ୍ଟ କରିଛନ୍ତି, ଏଥିରେ…

ନିଶ୍ୱାସ ନେଉଥିବା ‘ବୃକ୍ଷ’ ର ଭିଡିଓ ହେଉଛି ଭାଇରାଲ, ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ଅନେକ ଅଜବ ଅଜବ ଜିନିଷ ଦେଖିବାକୁ ମିଳୁଛି। ଏବେ ପୁଣି ଅଧିକ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗୁଛି ଅନେକ କିଛି। ତେବେ ଆପଣ ଜାଣିଥିବେ ପୃଥିବୀରେ ବଞ୍ଚିବାକୁ ହେଲେ ଅମ୍ଳଜାନ ନିହାତି ଦରକାର। ଦୁନିଆରେ ଯେକୌଣସି ଜୀବ ଜନ୍ମ ଗ୍ରହଣ କରନ୍ତି ନିଶ୍ୱାସ ନେବା ବିନା କେହି ମଧ୍ୟ…

ଆଇସଲ୍ୟାଣ୍ଡ ଜ୍ୱାଳାମୁଖୀ : ଜ୍ୱାଳାମୁଖୀ ଖୋଲୁଛି ପୃଥିବୀର ମୁହଁ

ଦୁନିଆରେ ଏମିତି କିଛି ଜିନିଷ ଅଛି ଯାହାକି କଳ୍ପନା ବାହାରେ। ମଣିଷ ଏପରି ଜିନିଷକୁ ନିଜ ଆଖିରେ ଦେଖି ମଧ୍ୟ ବିଶ୍ଵାସ କରେନି। କିନ୍ତୁ ଏହା ସତ ଘଟଣା ହିଁ ହୋଇଥାଏ। ଆପଣ ଥରେ ଭାବନ୍ତୁ ତ, ଥଣ୍ଡା ସ୍ଥାନରେ କ'ଣ କେବେ ନିଆଁ ଲାଗିପାରେ। ସେ ପୁଣି ପ୍ରାକୃତିକ ଉପାୟରେ। ହେଲେ ଏପରି ଘଟିଛି…

ପିଜ୍ଜା ପ୍ରେମୀ ରୁହନ୍ତୁ ସାବଧାନ, ଏବେ ପିଜ୍ଜାରେ ରହୁଛି ଜୀବନ୍ତ ପୋକ, ଥରେ ଦେଖନ୍ତୁ ଏହି ଭାଇରାଲ ଫଟୋ, ଖାଇବା କଥା…

ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ । ପାର୍ଟି ହେଉ ଅବା ଅନ୍ୟ କୌଣସି ସେଲିବ୍ରେସନ । ଆଜି କାଲି ପିଜ୍ଜା –ବର୍ଗର ବିନା ସବୁ ଅଧୁରା । କିଛି ଲୋକଙ୍କୁ ଏହା ଏତେ ପସନ୍ଦ ଯେ ସେମାନେ ଏହାକୁ ଖାଇବା ପାଇଁ ମୌକା ଖୋଜିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲା ପରେ…

ଦୁନିଆର ପ୍ରଥମ ବ୍ୟକ୍ତି, ଯିଏ କେବଳ ନିଜ ଭାବନା ଦ୍ୱାରା କରୁଛନ୍ତି ଟ୍ଵିଟ; ନା ଲେଖିବାକୁ ପଡୁଛି ନା କହିବାକୁ

ଅଷ୍ଟ୍ରେଲିଆର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଜାଣିଲା ପରେ ହୁଏତ ଆପଣ ବିଶ୍ୱାସ କରିବେନି। ଅଷ୍ଟ୍ରେଲିଆର ଏକ ପାରାଲିସସ୍‌ ବ୍ୟକ୍ତି ନିଜ ଭାବନା ଦ୍ୱାରା ଟ୍ଵିଟ କଲେ। ମାନେ ବ୍ୟକ୍ତି ଜଣକ କେବଳ ନିଜ ବିଚାରକୁ ଉପଯୋଗ କରି ଟ୍ଵିଟ କରିବାରେ ସକ୍ଷମ ହେଲେ । ସେ ଟ୍ଵିଟରେ କିଛି ଟାଇପ…

IAS କୁର୍ସୀରେ ବସିଥିବା ଏହି ଛୋଟ ଝିଅର ଫଟୋ ହେଉଛି ଖୁବ ଭାଇରାଲ

IAS ପଦବୀ ପାଇବା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏହାକୁ ପାଇବା ପାଇଁ କଡ଼ା ପରିଶ୍ରମ ଦରକାର। ଏହାର ମହତ୍ୱ ସିଏ ବୁଝିଛି ଯିଏ ଏହି ପଦବୀ ପାଇଛି । ନଚେତ ଯିଏ ଏହାକୁ ପାଇବାକୁ ପରିଶ୍ରମ କରୁଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଜଣେ ଆଇଏଏସ୍‌ ଅଫିସରଙ୍କ ଟ୍ଵିଟ ଭାଇରାଲ ହେବାରେ ଲାଗିଛି। ଏହି…

ସ୍ୱିଜରଲ୍ୟାଣ୍ଡ ବାହର କଲା ଇଚ୍ଛା ମୃତ୍ୟୁ ମେସିନ, ବିନା କଷ୍ଟରେ ବ୍ୟକ୍ତି ଏବେ କରିପାରିବେ ସୁଇସାଇଡ

ପ୍ରାୟତଃ ଏବେ ଲୋକଙ୍କର ଯେଉଁଭଳି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି ତାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ନିଜ ଜୀବନକୁ ହେୟ ମନେ କରି ଆତ୍ମହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଉଛନ୍ତି। ନିଷ୍ପତ୍ତି ଯେତେ କଷ୍ଟ ହେଲେ ବି ଟିକେ ବି ପଛକୁ ଘୁଞ୍ଚୁନାହାନ୍ତି।…

ବାରମ୍ବାର ବ୍ରେକଅପ ପରେ ଶେଷରେ ଏମିତି କଲେ ମଡେଲ, ନିଜକୁ ନିଜେ ବାହା ହୋଇ ପଡିଲେ

ବିବାହ ଏମିତି ଏକ ବନ୍ଧନ ଯାହା ଦୁଇ ଜଣଙ୍କ ଇଚ୍ଛାରେ ହୋଇଥାଏ । ବିବାହରେ ପରସ୍ପରକୁ ଆପଣାଇ ଜନ୍ମ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା କରିଥାନ୍ତି। ଦୁଇ ଜଣଙ୍କ ଏହି ସମ୍ପର୍କରେ ପ୍ରତିଟି ସମୟ ଓ ପରିସ୍ଥିତିରେ ଉଭୟଙ୍କ ସାଥ ଦେବେ ବୋଲି ନିଷ୍ପତ୍ତି ନେଇଥାନ୍ତି। ତେବେ ଆଜି କାଲିର ବାହାଘରରେ…

ମୃତ ପତ୍ନୀଙ୍କୁ ମନେପକାଇ ଝିଅ ସହ ପୁଣି ଥରେ ମ୍ୟାଟରନିଟି ଫଟୋସୁଟ୍‌ କଲେ ବାପା, ଦେଖିଲେ ହୋଇଯିବେ ଭାବୁକ

ଆଜିକାଲି ସୋସିଆଲ ମିଡ଼ିଆରେ ଏକ ମ୍ୟାଟରନିଟି ଫଟୋସୁଟ୍‌ର ଫଟୋ ଖୁବ୍‌ ଭାଇରାଲ ହେଉଛି । ଏହି ପୋଷ୍ଟକୁ ଯେବେ ଆପଣ ଦେଖିବେ ,ଏହା ପଛର କାହାଣୀ ଜାଣିବା ପରେ ବୋଧ ହୁଏ ଆପଣଙ୍କ ହୃହୟ କାନ୍ଦି ଉଠିବ । ବାସ୍ତବରେ ଏହି ପୋଷ୍ଟରେ ଜେମ୍ସ ଅଲ୍ୱାରେଜ୍‌ ଓ ତାଙ୍କର ୧ ବର୍ଷିୟା ଝିଅ ଏଡଲିନ୍‌…

ଦୁନିଆର ସବୁଠୁ ରହସ୍ୟମୟ ସ୍ଥାନ, ଯେଉଁଠି କେବଳ ଝିଅ ମାନଙ୍କୁ ଦିଆଯାଏ ବଳି

ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ରହସ୍ୟ ସମ୍ପର୍କରେ କହିବୁ , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ସହର ବିଷୟରେ କହିବୁ ଯାହାକୁ ନେଇ ରହିଛି ଅନେକ ରହସ୍ୟ । ଭୂପୁଷ୍ଠରୁ ଏହା ପାଖାପାଖି ୮୦୦୦ କିଲୋମିଟର ଉପରେ ରହିଛି । କୁହାଯାଏ ଦୁନିଆର ୭ଟି ଅଜୁବା ମଧ୍ୟରେ ଏହା ସାମିଲ ଅଛି…

ମଲ୍ଲି ଫୁଲ ଚାଷ କରି ମହିଳା ରୋଜଗାର କଲେ ୮୫ ହଜାର ଟଙ୍କା

ମନରେ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଙ୍ଗାଲୋରର ଏହି ଜସ୍ମିନ ଲେଡି। ମହିଳାଙ୍କ କାମ ତାଙ୍କୁ ଏହି ପରିଚୟ ଦେଇଛି। ମହିଳା ଜଣକ ପେଶାରେ ଜଣେ ଆଡେଭୋକେଟ୍। କିନ୍ତୁ ନିଶା ତାଙ୍କର ଫୁଲ ଚାଷ କରିବା । ଛାତ ଉପରେ ଅର୍ଗାନିକ ଫାର୍ମିଂ କରି ରୋଜଗାର…

ମହାରାଷ୍ଟ୍ର: ୮ମ ପାସ ଯୁବକ ତିଆରି କଲେ ହେଲିକପ୍ଟର, ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ୨୪ ବର୍ଷର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ କାଲିଠୁ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୨୪ ବର୍ଷର ଯୁବକ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କରିଥିଲେ। କିନ୍ତୁ ଏହାର ପରୀକ୍ଷଣ କଲାବେଳେ ଏମିତି କିଛି ଘଟିଲା ଯାହାକୁ ଦେଖିଲା ପରେ ସମସ୍ତେ…