ପରୀକ୍ଷା ଖାତାରେ ‘ଜୟ ଶ୍ରୀରାମ’ ଲେଖି ପାସ୍ ହୋଇଥିଲେ ଛାତ୍ର, ଧରାପଡିବା ପରେ ବହିଷ୍କୃତ ହେଲେ ପ୍ରଫେସର
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଜୌନପୁରର ବୀରବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଏମିତି ଏକ ଘଟଣା ଘଟିଛି ଯାହା ଏବେ ସବୁଠି ଚର୍ଚ୍ଚାରେ । ଏହି ବିଶ୍ୱବିଦ୍ୟାଳୟର ୨ ଜଣ ପ୍ରଫେସରଙ୍କୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ହେବାର କାରଣ ହେଉଛି କି, ଉତ୍ତର ଖାତାରେ ଗ୍ରେଡିଂକୁ ନେଇ…