ରାସ୍ତାରେ ମଦ୍ୟପାନ କରି ଗାଡି ଚଲାଉଥିଲେ ୩ ଯୁବକ, ତା’ ପରେ ଘଟିଲା ଏମିତି କିଛି
ଆପଣ ସତରେ ହେଉ ଅବା ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖିଥିବେ। ଇତିମଧ୍ୟରୁ ଅନେକ ଦୁର୍ଘଟଣାଜନିତ ଭିଡିଓ ମଧ୍ୟ ନିଶ୍ଚିତ ଦେଖିଥିବେ। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣଙ୍କ ଛାତି ନିଶ୍ଚିତ ଭାବେ ଥରି ଉଠିବ। ରାସ୍ତାରେ ଗାଡି ନେଇ ଯିବା ବେଳେ ଆପଣ ସାବଧାନତାର ସହିତ ଯିବା…