Browsing Tag

Viral video

ପରୀକ୍ଷାରେ କପି କରିବାକୁ ମନା କରିବାରୁ ସାରଙ୍କୁ ଧରି ବହେ ଛେଚିଲେ ପରୀକ୍ଷାର୍ଥୀ

ପରୀକ୍ଷାରେ ଆପଣ କେବେ କପି କରିଛନ୍ତି ? ଆପଣଙ୍କ ଭିତରୁ ଅନେକ ସାମ୍ନାରେ ମନା କରୁଥିଲେ ବି କିଛି ଜଣ ଅଛନ୍ତି ଯୋଉ ମାନେ ପାଠ ନପଢି ପରୀକ୍ଷାରେ କପି କରିଥାନ୍ତି। ଆଉ ଏହି ପିଲା ଯେତେବେଳେ ପରୀକ୍ଷା ହଲରେ ସମସ୍ତଙ୍କ ସାମ୍ନାରେ ଧରା ପଡନ୍ତି।ସେତେବେଲେ ମାଷ୍ଟର ମାନେ ତାଙ୍କୁ ହଲ ରୁ ବାହାର କରି…

କୋଚିଂର ବାହାନା କରି କାଫେ ଚାଲିଗଲା ପୁଅ, ମିଛ କହିବାରୁ ସାଙ୍ଗଙ୍କ ଆଗରେ ବାପା ହାତରୁ ଖାଇଲା ନିର୍ଦ୍ଧୁମ ମାଡ଼

କୋଚିଂ ଯିବାର ବାହାନା କରି କାଫେରେ ଟାଇମ ପାସ୍‌ କରୁଥିଲା ପୁଅ। ବାପା ଜାଣିବା ପରେ ରାଗିଯାଇ ପହଁଞ୍ଚିଲେ ସେଇ କାଫେରେ.. ଆଉ ତା ପରେ ଯାହା ହେଲା.. ନା ଆଗ ଦେଖିଲେ ନା ପଛ.. ବାଡ଼େଇ ଚାଲିଲେ ପୁଅକୁ..ଯାହାର ଭିଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେଉଛି। ଦର୍ଶକବନ୍ଧୁ ସ୍କୁଲ ଓ କୋଚିଂରେ କ୍ଲାସ…

ନିଜ ବାଇସାଇକେଲ ଚଲାଇ ଅଫିସ୍‌ ପହଁଚିଲେ କମିଶନର, ଜାଣନ୍ତୁ କାହିଁକି ?

ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ଭାଇରାଲ ଭିଡିଓ ହେଉଛି ଜଣେ ପୋଲିସ କମିଶନରଙ୍କର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ କମିଶନର କହୁଥିବାର ଶୁଣିବାକୁ ମିଳୁଛି ଯେ ଜଗିଥିବ ଯେମିତି ମୋ ସାଇକେଲ ଚୋରି ହେବନି । ବାସ୍ତବରେ…

ଧାର ଟଙ୍କା ସୁଝି ନପାରିବାରୁ ଖାଲି ଦେହରେ ମାର୍କେଟରେ ବୁଲାଇଲେ, ଭିଡ଼ିଓ ହେଉଛି ଭାଇରାଲ

ଧାର ନେଇଥିବା ଟଙ୍କାକୁ ଫେରାଇ ପାରିଲାନି ବୋଲି ଯୁବକଙ୍କୁ ଖାଲି ଦେହରେ ବୁଲାଇଲା । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦…

ଅସୁସ୍ଥ ବାଘକୁ ବାନ୍ଧିଲେ, ଗାଁରେ କୁକୁର ପରି ଚଲାଇଲେ, ମଧ୍ୟପ୍ରଦେଶର ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି

ଆରେ ଏ କଣ? ବାଘକୁ ଦୂରରୁ ଦେଖି ଯେଉଁଠି ଲୋକମାନେ ଡରିଯାନ୍ତି, ଏଠି କିନ୍ତୁ କଣ ଚିତ୍ର ପୁରା ଅଲଗା । ଡର ନାହିଁ କି ଭୟ ନାହିଁ, ଏ ବାଘକୁ ଲୋକମନେ ନିଜ ସାଥିରେ ଏମିତି ଚଲାଉଛନ୍ତି ଯେମିତି ଏହା ପୋଷା..କିନ୍ତୁ ଏ ଦୃଶ୍ୟରେ ଆମେ ଅଲଗା କିଛି ଲକ୍ଷ୍ୟ କଲୁ... ହିଂସ୍ର ଜନ୍ତୁ ହେଲେ ସୁଦ୍ଧା ସେ…

ଶଙ୍ଖା ସିନ୍ଦୁର ପିନ୍ଧି କଲେଜରେ ବାହା ହେଲେ ଦୁଇ ଛାତ୍ରଛାତ୍ରୀ, ଭାଇରାଲ ହେଲା ଭିଡିଓ

ନୟାଗଡ (କେନ୍ୟୁଜ) : ରିଲ୍ସ ପାଇଁ ମିଛି ମିଛିକା ବାହାଘର । ସିନ୍ଦୁର ପିନ୍ଧା ହଉଛି ସଙ୍ଖା ବି ପିନ୍ଧା ହଉଛି ଆଉ ପରେ ମୁଣ୍ଡିଆ ବି ମରାହଉଛି କିନ୍ତୁ ହଉଛି ମିଛ ବାହାଘର । ରିଲ୍ସ ପାଇଁ ହୋଇଛି ଏସବୁ ଅଭିନୟ । ମନ୍ତ୍ର ବି ପଢ଼ାହଉଛି ଆଉ ବାହାଘର ପରେ ଆଶିର୍ବାଦ ବି ନିଆ ହେଉଛି । ଆପଣ…

ବିଚ୍ ରାସ୍ତାରେ ୩ ଜଣ ମହିଳାଙ୍କୁ ବିଧା, ଗୋଇଠା ମାରି ଚାଲିଲେ ଜଣେ ଯୁବତୀ , ଅଭଦ୍ରାମୀର ସୀମା ପାର କଲେ

ବାପରେ ଏ ମହିଳାଙ୍କ ସାହସକୁ ତ ଦେଖନ୍ତୁ । କେମିତି ଅନ୍ୟ ୩ ଜଣ ମହିଳାଙ୍କୁ ମାରୁଛନ୍ତି ବିଧା, ଗୋଇଠା, ଚାପୁଡା । କଥା ଶୁଣିବାକୁ ହିଁ ନାରାଜ୍‌ ବାସ୍‌ ଦେଖାଇଚାଲିଛନ୍ତି ନିଜର ଗୁଣ୍ଡାରାଜ୍‌ ଦବଙ୍ଗଗିରି । ନମ୍ରତା ହେଉଛି ଏକ ନାରୀର ପରିଚୟ । ଜଣେ ନାରୀ ଆଉ ଜଣେ ନାରୀକୁ ସମ୍ମାନ ଓ ସହଯୋଗ…

ମଦ ପିଇ ଯୁବତୀଙ୍କ ହାଲ ହେଲା ବେହାଲ , ପୋଲିସକୁ ଚାପୁଡା ମାରିବା ସହ କଲେ ନାକେଦମ୍‌

ମଦ…ମାତାଲ… ନିଶା…. ଆଉ ଭାଷା….ବୋତଲ ଟିକେ ଟେକିଦେବା ପରେ ମଣିଷର ହାଲ କେମିତି ବେହାଲ ହୁଏ ଆପଣ ଆଜି ଜାଣିବେ । ବଡ ଲୋକ ବେଟୀର ମାତାଲୀ ହାଲତ୍‌ । ମଦ ପିଇବା ପରେ ଆଉ ନିଶାରେ ଚୂର ହେଲା ପରେ ମଣିଷର ଅବସ୍ଥା କଣ ହୁଏ ଆପଣ ଅନୁମାନ ଲଗାଇପାରୁଥିବେ । ମଦ ପିଇ ବିଚ୍ ରାସ୍ତାରେ ମହିଳାଙ୍କ…

ବାପା ମଦ ନିଶାରେ ପୁଅକୁ ପ୍ଲେନ ଚଲାଇବାର ଦେଉଥିଲା ଇନଷ୍ଟ୍ରକସନ, ଦାୟିତ୍ୱହୀନତାରୁ ପ୍ଲେନ କ୍ରାଶରେ ମରିଗଲେ

ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଆପଣଙ୍କୁ ବିଚଳିତ କରିଦେବ। ବ୍ୟକ୍ତି ଜଣକ ମଦ ନିଶାରେ ଚୁର୍‌ ହୋଇ ପ୍ଲେନ ଉଡ଼ାଉଛନ୍ତି। ନିଜେ ନୁହଁ ବରଂ ନିଜ ୧୧ ବର୍ଷର ପୁଅକୁ ଏହି ପ୍ଲେନକୁ ଉଡାଇବାର ପର୍ମିସନ ଦେବା ସହ ଇନଷ୍ଟ୍ରକସନ୍‌ ମଧ୍ୟ ଦେଉଛନ୍ତି। ଆଜ୍ଞା ପ୍ଲେନ…

ଝରଣା ଭିତରକୁ ଓଲଟି ପଡିଲା କାର

ଜଳପ୍ରପାତ ବା ଝରଣା ବୁଲିବାକୁ ଯାଉଛନ୍ତି କି? ତେବେ ସତର୍କ ରୁହନ୍ତୁ ନଚେତ କେତେବେଳେ ବି ଏମାନଙ୍କ ଭଳି ଅବସ୍ଥା ହୋଇଯାଇପାରେ। ଭିଡ଼ିଓ ଟିକେ ଦେଖନ୍ତୁ ଆଜ୍ଞା, ଠିକ ବୁଝିପାରିବେ ।ଆମେ କାହିଁକି ଏପରି କହୁଛୁ। ଜଳପ୍ରପାତ ବୁଳିବାକୁ କାର ଧରି ବାହାରିଲେ ବାପା ଝିଅ, କିନ୍ତୁ ଟିକେ ଅବହେଳାରେ…

ସାର୍ଟ ଭିତରେ ପଶିରହିଛି ବିଷଧର ସାପ

ପିନ୍ଧିଥିବା ସାର୍ଟ ଭିତରେ ପଶିରହିଛି ବିଷଧର ସାପ। କଣ ଡରିଗଲେ କି? ଡରିବା ବି ସ୍ୱାଭାବିକ। ସାପ ନାଁ ରେ ତ ମନରେ ଛନକା ପଶିଯାଏ। ଏହା ପୁଣି ସାର୍ଟ ଭିତରେ ପଶିରହିଛି। ଦେଖିଲେ ଭୟ କରିବା ଅତି ସାଧାରଣ କଥା। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଏ ଯୁବକ ଜଣଙ୍କୁ ଦେଖିଲେ। ଗଛ ମୂଳରେ ବସିଥିବା ସମୟରେ…

ଘର ବାହାରେ ମିଳିଲା ଭୟଙ୍କର ସାପ, ଖେଳଣା ଭାବି ଶିଶୁଟି ଘରକୁ ଆଣି ମା’କୁ ଦେଲା ସରପ୍ରାଇଜ ଗିପ୍ଟ , ତା’ପରେ ଯାହା ହେଲା

ଛୋଟ ଶିଶୁଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଏ । ଛୋଟ ପିଲାମାନେ କେତେ ମାସୁମ ହୋଇଥାନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବେ ଏହି ଭିଡିଓରେ । ଏହି ଛୋଟ ଭିଡିଓଟି ୟୁଟୁବରେ ଦେଖିବାକୁ ମିଳିଛି । ଛୋଟ ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ତା’ର ଦୃଷ୍ଟିରେ ଏକ ବିଷାକ୍ତ ସାପ ପଡିଛି ।…