Browsing Tag

Viral video

ଏହି ଡିଜେ ବାଲା ବାବୁଙ୍କ ଉପରେ ଟିକେ ପକାନ୍ତୁ ନଜର, ଦୁଇଟି ଫଳରେ ଏତେ ସୁନ୍ଦର ମ୍ୟୁଜିକ

ସଂଗୀତ ସବୁଠି ଥାଏ। ଆପଣ କୌଣସି ବି ବାଦ୍ୟରୁ ସଂଗୀତକୁ ଫିଲ୍‌ କରିପାରିବେ। କେବଳ ଦରକାର ହୋଇଥାଏ ତାକୁ କାନ ଦେଇ ଶୁଣି ଅନୁଭବ କରିବା। ଆପଣଙ୍କୁ ଆମେ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କୁ ନିହାତି ଭାବରେ ଖୁସି ଲାଗିବ। ଜଣେ ବ୍ୟକ୍ତି ମାତ୍ର କିଛି ଫ୍ରୁଟ୍ସ…

ହାତୀ ପାଦ ତଳେ ବହୁତ ସମୟ ଧରି ପଡିରହିଲେ ବ୍ୟକ୍ତି, ତାପରେ ହଠାତ ହେଲା କିଛି ଏପରି ଦେଖନ୍ତୁ ଭିଡିଓ

ଆପଣ କେବେ ମଣିଷ ଏବଂ ହାତୀ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିଛନ୍ତି? ଆଜି ଆମେ ଆପଣଙ୍କୁ ହାତୀ-ମଣିଷ ମୁହାଁମୁହିଁର ଏକ ଲୋମଟାଙ୍କୁରା ଭିଡିଓ ଦେଖାଇବୁ। ଏହି ଭିଡିଓକୁ ଦେଖିବା ପରେ ଆପଣ ଅନୁଭବ କରିବେ ଯେ ଯେତେବେଳ ବିଶାଳକାୟ ହିଂସ୍ର ପ୍ରାଣୀ ଆପଣଙ୍କ ସାମ୍ନାକୁ ଆସିଯିବ ଆପଣଙ୍କ ଅବସ୍ଥା…

କେବଳ ମଣିଷ ନୁହେଁ ପଶୁ-ପକ୍ଷୀ ବି ଶିକାର କରିବାରେ ଖୁବ୍‌ ମାହିର୍‌, ଦେଖନ୍ତୁ ଭିଡିଓ

ଆମେ ଜାଣିଛନ୍ତି ମଣିଷ ବହୁତ ଚତୁର, ମଣିଷ ପାଖରେ ଅସମ୍ଭବକୁ ସମ୍ଭବ କରି ଦେଖାଇବାର କ୍ଷମତା ରହିଛି। ଦୁନିଆରେ କେବଳ ମଣିଷ ହିଁ ଶକ୍ତିଶାଳୀ ଆଉ ଚତୁର ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ବେଳେବେଳେ ଏମିତି କିଛି ଦୃଶ୍ୟ ଆମ ଆଖି ସାମ୍ନାକୁ ଆସିଯାଏ ଯାହାକୁ ଦେଖିଲେ ବୋଧହୁଏ ଏମିତି ଲାଗିବ ଯେ…

ରାସ୍ତା ମଝିରେ ଠୁମକା ପରେ ଠୁମକା ମାରିଲେ ଦୁଇ ଜଣ ଦାଦିମା, ଭିଡିଓ ଦେଖିଲେ ଆଖି ଖୋଲା କରିଦେବେ ଆପଣ

ଜୀବନର ଅସଲ ଖୁସି କାହାକୁ କୁହନ୍ତି ବୋଧ ହୁଏ ଏହି ଦୁଇ ମହିଳାଙ୍କୁ ଦେଖିଲେ ଜାଣିପାରିବେ। ଦୁଇ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି। ଦୁଇ ବୃଦ୍ଧାଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି ନିଜ ଭିତରେ ରଖିଥିବା ପ୍ରତିଭାକୁ ପ୍ରକାଶ କରିପାରିବେ। ବଲିଉଡର ଆଇକୋନିକ ସଙ୍ଗ…

ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଓ୍ଵିଙ୍ଗ୍‌ ଉପରେ ଚଢ଼ିଗଲେ ମହିଳା, କହିଲେ ‘ଭିତରେ ଭାରି ଗରମ ଲାଗୁଛି ବସି ହେବନି’

ୟୁକ୍ରେନ୍‌ର ଜଣେ ମହିଳା ଏମିତି କାଣ୍ଡ କରିବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଡ଼ାଜାହାଜ ଭିତରେ ଗରମ ଲାଗିବାରୁ ମହିଳା ଜଣକ ଆପତକାଳୀନ ଦ୍ୱାର ଖୋଲି ବିମାନ ଓ୍ଵିଙ୍ଗ୍‌ରେ ଯାଇ ବସିଯାଇଥିଲେ। ମହିଳାଙ୍କର ଏହି ବେପରୁଆ କାମ ପାଇଁ ଏୟାରଲାଇନ୍ସ ତାଙ୍କୁ ‘ବ୍ଲାକଲିଷ୍ଟେଡ୍‌’ କରିଛି।…

ଶୋଇଥିବାବେଳେ ମହିଳାଙ୍କ ପାଟିରେ ପଶିଗଲା ୪ ଫୁଟର ଲମ୍ବା ସାପ, ତାପରେ କଣ ହେଲା ପଢନ୍ତୁ

ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ୍‌ ଉଡିଯିବ। ଋଷ ଦାଗସ୍ତାନ ଅଞ୍ଚଳର ଏକ ମାମଲା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳାଙ୍କ ବେକରୁ ଡାକ୍ତର ୪ ଫୁଟର ଲମ୍ବା ସାପକୁ ବାହାର କରିଛନ୍ତି। ମହିଳା ଜଣଙ୍କ…

ଯାଉଥିଲେ ପୋଲିସ ବାବୁ, ମଝି ରାସ୍ତାରେ ଜଗି ବସିଥିଲା ମଇଁଷି ! ପାଖକୁ ଆସିବା ପରେ ହେଲା ଏପରି

କେତେବେଳେ ଯେ କାହା ସହିତ କଣ ଘଟିବ ତାହା କେହି ବି ଜାଣିନାହାନ୍ତି। ମଣିଷର ଅଜାଣତରେ ତା ନିକଟକୁ ଅନେକ ବିପଦ ମାଡି ଆସିଥାଏ । ରାସ୍ତାରେ ଯାଉଥିବା ସମୟରେ ଟିକିଏ ବି ଅବହେଳା ଜୀବନକୁ ବିପଦରେ ପକାଇ ପାରେ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲା ପରେ…

ଗୁଡି ସହିତ ଆକାଶରେ ଉଡିଗଲା ଛୋଟ ଶିଶୁ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ଆମ ଚାରିପାଖରେ ପ୍ରତ୍ୟେକ ସମୟରେ କିଛି ଘଟଣା ଦୁର୍ଘଟଣା ଘଟି ଚାଲିଛି। ଏଥିପାଇଁ ଆମକୁ ପ୍ରତି ମୂହୁର୍ତ୍ତରେ ସତର୍କ ଏବଂ ସଚେତନ ରହିବା ଜରୁରୀ। ନଚେତ କେହି ଜାଣିନାହାନ୍ତି ଯେ କେତେବେଳେ ବି କାହା ସହିତ କିଛି ବି ଘଟିପାରେ। ଦେଖୁନାହାନ୍ତି କେମିତି ଟିକିଏ ଦାୟିତ୍ୱହୀନତା ଯୋଗୁଁ ଏକ ଦୁର୍ଘଟଣା…

ଗଭୀର ସମୁଦ୍ରରେ ପାଣିରୁ ବାହାରି ତିମି କଲା ଏମିତି ଷ୍ଟଣ୍ଟ, ଭିଡିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଆପଣ ଅନେକ ଫିଲ୍ମରେ ଡଲଫିନ ସୁଇମିଂ ପୁଲରେ ଷ୍ଟଣ୍ଟ କରୁଥିବା କିମ୍ବା ଖେଳୁଥିବା ନିଶ୍ଚିତ ଆପଣ ଦେଖିଥିବେ। କିନ୍ତୁ ଗଭୀର ସମୁଦ୍ର ମଧ୍ୟରେ ତିମି କେବେ ଷ୍ଟଣ୍ଟ କରୁଥିବା ଆପଣ ହୁଏତ ଦେଖିନଥିବେ। ଏବେ ସୋସିଆଲ ମିଡିଆରେ ତିମି ଷ୍ଟଣ୍ଟ କରୁଥିବା ଏକ ଭିଡିଓ ଭାଇରଲ ହୋଇଛି, ଯାହାକୁ ଦେଖିଲେ ଆପଣ…

ମାଙ୍କଡକୁ କଦଳୀ ଫୋପାଡିଲେ ଇରଫାନ ପଠାନ, କ୍ୟାଚ୍‌ ଧରିବା ପରେ ଏମିତି କିଛି ଘଟିଲା, ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ମଜାଦାର ଭିଡିଓ ପୋଷ୍ଟ କରି ଲୋକଙ୍କୁ ଏଣ୍ଟରଟେନ ମଧ୍ୟ କରୁଛନ୍ତି। ଏବେ ଇରଫାନ ଏମିତି ଏକ ଭିଡିଓ କମେଣ୍ଟ୍ରି କରି ସେୟାର କରିଛନ୍ତି। ଏହି ଭିଡିଓରେ ଇରଫାନ ମାଙ୍କଡକୁ କଦଳୀ ଖାଇବାକୁ ଦେଇଥିବା ବେଳେ…

ନିଜ ଜୀବନକୁ ଖାତିର ନକରି ବୁଡିଯାଉଥିବା ଝିଣ୍ଟିକାକୁ ଏମିତି ବଞ୍ଚାଇଲା କୁକୁର, ଦେଖନ୍ତୁ ଭିଡିଓ

ମଣିଷ ହେଉଛି ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି। ବିଶ୍ୱକୁ ସୃଷ୍ଟି କରିବା ଭଗବାନ ମଣିଷକୁ ହିଁ ସବୁଠାରୁ ଅଧିକ ବୁଦ୍ଧି ଏବଂ ବିବେକ ଦେଇଥାନ୍ତି। କିନ୍ତୁ ଏହି ମଣିଷ ବେଳେ ବେଳେ ନିଜର ବୁଦ୍ଧି ଓ ବିବେକ ହରାଇବସିଥାଏ। ଏହାର ଅନେକ ଉଦାହରଣ ଆପଣ ପୂର୍ବରୁ ନିଶ୍ଚିତ ଦେଖିଥିବେ। କିନ୍ତୁ ଏହି ମଣିଷକୁ…

ଦିବ୍ୟାଙ୍ଗ ମହିଳାଙ୍କ ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲୋକେ, ଦେଖନ୍ତୁ ଭିଡିଓ

ଯେତେବେଳେ ମନରେ ସାହସ ଏବଂ ଆତ୍ମବିଶ୍ୱାସ ଆସେ ସେତେବେଳେ ଆପଣ ଯେକୌଣସି ଅସୁବିଧାକୁ ବି ପାର କରିଯାଆନ୍ତି । କୌଣସି ପ୍ରକରର ଶାରୀରିକ ଅକ୍ଷମତା ଆତ୍ମବିଶ୍ଵାସଠାରୁ ବଡ଼ ହୋଇପାରେ ନାହିଁ । ଏ କଥା କେବଳ ଆମେ କହୁନାହୁଁ ବରଂ ଜଣେ ମହିଳା ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ମହିଳାଜଣକ ସମାଜକୁ…