Browsing Tag

Viral video

ଆହାଃ କି ମନୋରମ ଦୃଶ୍ୟ, କାଚ ଫାଟିଯାଆନ୍ତା କି ଦି ଚାରିଟା ଖାଇଦିଅନ୍ତି

ସେପଟେ ମାଛ ଏପଟେ ସାପ ମଝିରେ କାଚ କାନ୍ଥ। ଆକ୍ବାରିୟମ ଭିତରେ ଥିବା ରଙ୍ଗୀନ ମାଛକୁ ଖାଇବା ଲୋଭରେ ଆସି ଦୀର୍ଘ ସମୟ ଝାଙ୍କିବା ପରେ ଫେରିଯାଇଛି ସାପ। ୩୨ ସେକେଣ୍ଡର ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବୋଆ ସାପ ମାଛକୁ ଉତ୍ସାହର ସହ ଦେଖୁଥିବା ନଜର…

ଦୃତ ଗତିରେ ବ୍ୟକ୍ତିଙ୍କ ପଛରେ ମାଡି ଆସିଲା ଗାଡି, ତାପରେ ଡ୍ରାଇଭର ମାରିଲେ ବ୍ରେକ କିନ୍ତୁ ତାପରେ ହେଲା ଏମିତି…

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ ଯାହାଙ୍କ ଉପରେ ସ୍ୱୟଂ ଭଗବାନଙ୍କର ସାଥ୍‌ ଅଛି ତାର କିଏ କଣ କ୍ଷତି କରିପାରେ। ଟିକେ ଭଲ କରି ଦେଖନ୍ତୁ ଏ ବ୍ୟକ୍ତିଙ୍କୁ, ନିଶ୍ଚିତ ମୃତ୍ୟୁରୁ ପାଇଯାଉଛନ୍ତି ରକ୍ଷା। ୟାକୁ ଆପଣ ସୌଭାଗ୍ୟ କହିବେନି ତ ଆଉ କଣ କହିବେ। ଏ…

ଦୋଷୀଙ୍କୁ ମଝି ରାସ୍ତାରେ ଉଠ ବସ୍‌ କରାଇଲା ପୋଲିସ୍‌, ଦୃଶ୍ୟ ଦେଖି ତାଳି ମାରିଲେ ଲୋକେ ଦେଖନ୍ତୁ ଭିଡିଓ

ପୁଣି ଚର୍ଚ୍ଚାରେ ଇନ୍ଦୋର ପୁଲିସ । ଆମ ଦେଶରେ ଅନେକ ଯାଗରେ ଅପରାଧି ମାନଙ୍କୁ ଦଣ୍ଡ ମିଳିବା ତ ଦୂରର କଥା ସେମାନେ ଓଲଟା ଖୋଲା ଆକାଶ ତଳେ ଆରାମରେ ବୁଲୁଛନ୍ତି ଏହି ସମୟରେ ମଧ୍ୟପ୍ରଦେଶରେ ଇନ୍ଦୋର ପୁଲିସ ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ଅନେକ ପ୍ରଶଂସା ମିଳୁଛି ।…

କୁମ୍ଭୀରକୁ ଶିକାର କଲା ଆନାକୋଣ୍ଡା, ଲୋକେ ଏମିତି ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। କେଉଁଠି ମାଙ୍କଡ ତ ଆଉ କେଉଁଠି ବାଘ, ସାପ, ବିଲେଇ କୁକୁର ଇତ୍ୟାଦି ଜୀବଙ୍କ ଭିଡିଓ ଭାଇରଲ ହେଉଛି। କିନ୍ତୁ କେବେ କୌଣସି ଶିକାରୀ ଶିକାର ହେବାର ଦେଖିଛନ୍ତି କି ? ଏମିତି ଦୁଇ ଜୀବଙ୍କ ଭୟଙ୍କର…

ଗଭୀର ସମୂଦ୍ର ମଝିରେ ଲମ୍ଫ ମାରି ତିମି ମାଛ ଉପରେ ବସି ଯାତ୍ରା କଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ପ୍ରାୟ ସମୟରେ ଲୋକମାନେ ନିଜର ସଉକ ପାଇଁ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରନ୍ତି। କିଏ ଉଚ୍ଚରୁ ଡେଉଁଛନ୍ତି ତ ଆଉ କିଏ ଜଙ୍ଗଲୀ ପଶୁଙ୍କ ସହିତ ଖେଳୁଥିବା ଦେଖିବାକୁ ମିଳେ। ତେବେ ଏମାନଙ୍କ ଭିଡିଓ ଯେତେବେଳେ ସାମ୍ନାକୁ ଆସେ ତାହା ଖୁବ୍‌ ଭାଇରାଲ ହୋଇଥାଏ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌…

ଝାଡ଼ା ବସିବା ବେଳେ ହଠାତ୍‌ ଟଏଲେଟ୍‌ରୁ ବାହାରିଲା ସାପ, ଆଉ ତା’ପରେ କି ପରିସ୍ଥିତି ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ସାପର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ସାପ ଟଏଲେଟ୍‌ରୁ ବାହାରୁଥିବା ଦେଖାଯାଇଛି। ଟଏଲେଟ୍‌ରେ ସାପକୁ ଦେଖି ଲୋକମାନେ ଡରୁଥିବା ଦେଖାଯାଇଛି। ଟ୍ଵିଟରରେ ଏହି ଭିଡିଓକୁ ଆମେରିକାର ପାଣିପାଗ ବିଜ୍ଞାନୀ ପାୟଟନ୍‌ ମାଲୋନ୍‌ ସେୟାର କରିଛନ୍ତି। ଭିଡିଓ ସେୟାର…

ମଝି ରାସ୍ତାରେ ନେଉଳକୁ ଆକ୍ରମଣ କଲା ସାପ, ଭୟରେ ରାସ୍ତାରେ ଅଟକି ରହିଲେ ଲୋକେ ଦେଖନ୍ତୁ

ଚାଲୁ ଚାଲୁ ଲୋକେ ଅଟକି ଯାଇଛନ୍ତି, ବାଇକ୍‌ ଓ କାର ଓ ଅନ୍ୟାନ୍ୟ ଗାଡି ମଧ୍ୟ ଅଟକିଛି। ଯେମିତି ଲାଗୁଛି ଟ୍ରାଫିକ ଜାମ ହୋଇଯାଇଛି କିମ୍ବା ଆଗରେ ନିହାତି ଭାବରେ କିଛି ଘଟଣା ଘଟୁଛି। ହଁ ଆଜ୍ଞା ଏଠି ଏତେ ଭିଡ ଲାଗିଛି ସାପ ଏବଂ ନେଉଳ ପାଇଁ। କାହିଁକିନା ରାସ୍ତା ଉପରେ ଚାଲିଛି ସାପ ନେଉଳର…

ଭଙ୍ଗା କୁଡିଆରେ ବାଘୁଣୀ ଜନ୍ମ ଦେଲା ୪ ଛୁଆ, ଏବେ ଖୋଜୁଛି ନୂଆ ଠିକଣା

ଜଙ୍ଗଲର ରାଜା ବାଘ। ସେ ସବୁବେଳେ ଜଙ୍ଗଲରେ ବୁଲେ, ସେଠାରେ ନିଜର ଶିକାର ଖୋଜେ। ତା’ର ସଂସାର ଜଙ୍ଗଲ ମଧ୍ୟରେ ରହିଛି। କିନ୍ତୁ ବେଳେ ବେଳେ ବାଘ ଖାଦ୍ୟର ଅନ୍ୱେଷଣ କରି ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଜନବସତିକୁ ଚାଲିଆସେ। ଏମିତି ଏକ ବାଘୁଣୀ ଜନବସତିକୁ ପଶି ଆସି ରହିଯାଇଛି। ଆଉ ମା’…

ବିଦେଶରେ ଗଣେଶଙ୍କ ମୂର୍ତ୍ତିଙ୍କୁ ଭାଙ୍ଗିଲେ ମହିଳା, କହିଲେ ‘ମୁସଲିମ୍‌ ଦେଶରେ ହିନ୍ଦୁ ଠାକୁରଙ୍କ କି କାମ?’; ଦେଖନ୍ତୁ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ହିନ୍ଦୁଙ୍କ ଆରାଧ୍ୟ ଦେବତା ଗଣେଣଙ୍କ ମୂର୍ତ୍ତିକୁ ଭାଙ୍ଗୁଥିବା ଦେଖାଯାଇଛି। ଭିଡିଓର ପୂରା କାହାଣୀ ଏବେ ସାମ୍ନାକୁ ଆସିଛି ଓ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…

କଇଁଛ ବଞ୍ଚାଇଲା ମାଛର ଜୀବନ, ଦେଖନ୍ତୁ ଭିଡିଓ

ଆପଣ ଅସୁବିଧା କିମ୍ବା ବିପଦରେ ପଡିଥିଲେ ପ୍ରକୃତ ବନ୍ଧୁ ହିଁ ଆପଣଙ୍କୁ ସାହାଯ୍ୟ କରିଥାଏ। ପ୍ରକୃତ ବନ୍ଧୁ ଆଗକୁ ପଛକୁ କିଛି ବୁଝି ନ ବିଚାରି ସାଙ୍ଗର ସାହାଯ୍ୟ ପାଇଁ ଆଗେଇ ଆସେ। ସାଙ୍ଗ ପାଇଁ ଜୀବନ ମଧ୍ୟ ଦେଇପାରେ। ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା ଦେଖିଲେ ଆପଣ ନିଜେ ବୁଝିଯିବେ…

ବ୍ୟକ୍ତି ଗାଡିରେ ଲଗାଇଲେ କୁକୁର ଆବାଜ ହର୍ଣ୍ଣ, ଶବ୍ଦ ଶୁଣି ଭୟରେ ଡେଇଁଲେ ରାସ୍ତାରେ ଯାଉଥିବା ଯୁବକ 

ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ବି ହସି ହସି ବେଦମ ହୋଇଯିବେ। ଏଥର ଏମିତି ହିଁ ଏକ ଭିଡିଓ ଇନଷ୍ଟ୍ରାଗ୍ରାମ ରିଲରେ ଧମାଲ ମଚାଉଛି। ଜଣେ ବ୍ୟକ୍ତି ନିଜ ଗାଡିରେ କୁକୁର ଆବାଜର ହର୍ଣ୍ଣ ଲଗାନ୍ତୁ। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ପଛରେ ସେ ଗାଡି ନେଇ…

ଯଦି କାହାକୁ ଗାଡି ଡ୍ରାଇଭିଙ୍ଗ୍‌ ଶିଖାଇବା ପାଇଁ ଭାବୁଛନ୍ତି ତାହେଲେ ଏ ଭିଡିଓ ଉପରେ ଥରେ ପକାନ୍ତୁ ନଜର

ଆରେ ଭାଇ ଡ୍ରାଇଭିଙ୍ଗ୍‌ ସିଖିବା ଏବଂ ଶିଖାଇବା ଉଭୟ ମଧ୍ୟରେ ବହୁତ ଫରକ ଅଛି। ଏସବୁ ପାଇଁ ପ୍ରଥମେ ଧଯ୍ୟର୍ ଦରକାର। ଛୋଟ ଭାଇ ଏବଂ ଭଉଣୀକୁ ଡ୍ରାଇଭିଂ ଶିଖାଇବା ଅଲଗା ଲେବଲର କାମ। ଏହାକୁ ସମସ୍ତେ ନେଇଁ ଆଣି ଥୋଇବା କାଠି କର ପାଠ। ଆପଣଙ୍କୁ ଆଜି ଆମେ ଏକ ଭିଡିଓ ଦେଖାଇବୁ ଯାହାକୁ ଆପଣ ଦେଖିବା…