ଭାରତ ଛାଡ଼ିବେ ବିରାଟ-ଅନୁଷ୍କା, ସବୁ ଦିନ ପାଇଁ ରହିବେ ଲଣ୍ଡନରେ
ଭାରତ ଛାଡ଼ିବେ ବିରାଟ-ଅନୁଷ୍କା । ସବୁ ଦିନ ପାଇଁ ଲଣ୍ଡନରେ ରହିବେ । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ସନ୍ତାନ ଭାମିକା ଓ ଆକାୟଙ୍କ ସହ ସେମାନେ ସବୁଦିନ ପାଇଁ ଲଣ୍ଡନରେ ରହିବେ । କୋହଲିଙ୍କ…