Browsing Tag

virat and rohit

କୋଭିଡ-୧୯ ମୁକାବିଲା କରିବାକୁ ଏକାଠି ହେଲେ ସିନେ ଓ କ୍ରୀଡ଼ା ଜଗତ, କରିବେ ଏହି କାମ

କରୋନା ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ସହ କଳାକାରମାନେ ମଧ୍ୟ ହାତ ମିଳାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ସରକାରଙ୍କୁ ଅର୍ଥ ଦାନ କରୁଛନ୍ତି। ତେବେ ସରକାରଙ୍କ ସହାୟତା କରିବାକୁ କଳାକାର ମାନେ ମେ ୩ ତାରିଖରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…

ବିରାଟ ଶ୍ରେଷ୍ଠ ଅଧିନାୟକ, ରୋହିତ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌; ନଜର ପକାନ୍ତୁ ରେକର୍ଡ଼ ଉପରେ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ୍‌ ଜିତିଲା ଭାରତୀୟ ଦଳ । ଏହା ସହିତ ଅନେକ ରେକର୍ଡ଼ର ମଧ୍ୟ ଅଧିକାରୀ ହେଲା । ଦଳ ସହିତ ଅଧିନାୟକ ବିରାଟ କୋହଲି ମଧ୍ୟ ବେଶ୍‌ କିଛି ନୂଆ ରେକର୍ଡ଼ କରିଛନ୍ତି ଏହି ସିରିଜ୍‌ ଶେଷରେ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ଼ ଉପରେ । ଭାରତ…