Browsing Tag

virat anuska

ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ

ଦ୍ଵିତୀୟ ଥର ପାଇଁ ବାପା ହେଲେ ବିରାଟ କୋହଲି। ଏଥର ପତ୍ନୀ ଅନୁଷ୍କାଙ୍କର ହୋଇଛି ଏକ ପୁତ୍ର ସନ୍ତାନ । ଗତ ୧୫ ତାରିଖରେ ଉଭୟଙ୍କ ପୁତ୍ର ସନ୍ତାନ ହେବା ନେଇ ବିରାଟ ତାଙ୍କ ଇନଷ୍ଟାରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୁଅର ନାଁ ରଖିଛନ୍ତି ଅକାୟ । ଏହି ଖବର ଜଣା ପଡିବା ପରେ ବିରାଟ ଓ ଅନୁଷ୍କା…

ବିବାହ ପରେ ବିରାଟ-ଅନୁଷ୍କାଙ୍କ ପଡ଼ୋଶୀ ହେବେ ଭିକ୍କି-କ୍ୟାଟ୍ରିନା, ମୋଟା ଅଙ୍କ ଦେଇ ନେଲେ ନୂଆ ଘର

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଚର୍ଚ୍ଚା ଏବେ ସବୁ ଆଡ଼େ। ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଇତି ମଧ୍ୟରେ ନୂଆ ଅପ୍‌ଡେଟ୍‌ ବି ଲଗାତାର ଆସୁଛି। ପ୍ରଥମେ କୁହାଯାଉଥିଲା ଯେ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ କ୍ୟାଟ୍ରିନା ଓ ଭିକ୍କିଙ୍କ ନିର୍ବନ୍ଧ ଶେଷ ହୋଇଛି।…

କୋଭିଡ-୧୯ ମୁକାବିଲା କରିବାକୁ ଏକାଠି ହେଲେ ସିନେ ଓ କ୍ରୀଡ଼ା ଜଗତ, କରିବେ ଏହି କାମ

କରୋନା ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ସହ କଳାକାରମାନେ ମଧ୍ୟ ହାତ ମିଳାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ସରକାରଙ୍କୁ ଅର୍ଥ ଦାନ କରୁଛନ୍ତି। ତେବେ ସରକାରଙ୍କ ସହାୟତା କରିବାକୁ କଳାକାର ମାନେ ମେ ୩ ତାରିଖରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…

ଅଚିହ୍ନା ଲୋକଙ୍କ ସହିତ ବସି ଚା ପିଇଲେ ବିରାଟ ଓ ଅନୁଷ୍କା, ପଡୋଶୀ ବି ଜାଣିପାରିଲେନି

ବାଂଲାଦେଶ ସହିତ ହେଉଥିବା ମ୍ୟାଚରେ ବିରାଟ କୋହଲୀ ଖେଳୁ ନାହାନ୍ତି। ୫ ନଭେମ୍ବରରେ ସେ ନିଜର ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ଅନୁଷ୍କାଙ୍କ ସହିତ ଭୁଟାନରେ ପହଁଚିଛନ୍ତି। ଏହି ସମୟର ଫଟୋ ଅନୁଷ୍କା ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରି ଅନୁଷ୍କା…