Browsing Tag

virat kohili

ସାମ୍ପୁ ଆଡ୍‌ରୁ ଆରମ୍ଭ ହୋଇଥିଲା ବିରୁଷ୍କାଙ୍କ ଲଭ୍ ଷ୍ଟୋରୀ, ବିବାହର ୬ ବର୍ଷ ପରେ ମଧ୍ୟ ପରସ୍ପରକୁ ଦିଅନ୍ତି ଭରପୂର…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ବିବାହ ପରି ତାଙ୍କ ଲଭ୍‌ ଷ୍ଟୋରି ମଧ୍ୟ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ । ତେବେ ଅନୁଷ୍କା ଓ ବିରାଟ ଡିସେମ୍ବର ୧୧ ତାରିଖ ୨୦୧୭ମସିହାରେ ଇଟାଲିରେ ତାଙ୍କର ସମସ୍ତ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି, ଖୁବ୍‌ ଶୀଘ୍ର ଶୁଣାଇ ପାରନ୍ତି ଖୁସି ଖବର !

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ହୋଇପାରନ୍ତି ମା' । ସୂଚନା ମୁତାବକ, ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ସେ ଖୁବ୍‌ ଶୀଘ୍ର ଘରକୁ ଜଣେ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି । ଏହା ମଧ୍ୟ ସୂଚନା…

ପୁଣି ଗୋଲଡେନ ଡକ୍‌ରେ ଆଉଟ୍‌ ହେଲେ କୋହଲି, ଚଳିତ ସିଜନରେ ଦୁଇଥର ଶୂନରେ ହେଲେଣି ଆଉଟ୍‌

କ୍ରିକେଟ ପ୍ରେମୀଙ୍କ ପାଇଁ ଆଇପିଏଲର ପ୍ରତ୍ୟେକ ସିଜିନ କୌଣସି ଉତ୍ସବ ଠାରୁ କମ୍‌ ନୁହେଁ। ଆଇପିଏଲ୍‌ ମ୍ୟାଚରେ କେଉଁ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥାଏ, ତ ଆଉ କେଉଁ ଖେଳାଳି ଖରାପ ପ୍ରଦର୍ଶନ କରିଥାଏ। ନିଜର ଖରାପ ଫର୍ମକୁ ସୁଧାରିବା ପାଇଁ ସୁଯୋଗ ମିଳିଥାଏ। ଚଳିତ ଆଇପିଏଲ ସିଜିନ ମୁମ୍ବାଇର…

ବିରାଟଙ୍କ ସହ ସେଲଫି ନେବା ପଡିଲା ମହଙ୍ଗା, ସମସ୍ତଙ୍କ ନାଁରେ ମାମଲା

ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଲାଯାଇଥିବା ଟେଷ୍ଟ ସିରିଜକୁ ନିଜ ନାଁରେ କରିନେଇଛି ଟିମ ଇଣ୍ଡିଆ । ଦଳ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି । ଏହି ସିରିଜରେ ଖେଳ ସହ ଆଉ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ବିରାଟଙ୍କ ପ୍ରଶଂସକ । ଗ୍ରାଉଣ୍ଡକୁ ବିରାଟଙ୍କ ଫ୍ୟାନ୍ସ ପଶିଯାଇଥିଲେ । ଦୁଇ ଦଳ…

ବିରାଟଙ୍କ ପାଇଁ ଭାବବିହ୍ଵଳ ଚିଠି ଲେଖିଲେ ଯୁବରାଜ, ଉପହାର ଦେଲେ ଗୋଲଡେନ୍‌ ବୁଟ୍‌ ଆଉ କହିଲେ ‘ତୁ ମେରେ ଲିୟୈ ଚିକୁ…

ଟିମ୍‌ ଇଣ୍ଡିଆର ସିକ୍ସର କିଙ୍ଗ ଯୁବରାଜ ସିଂ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଖାସ୍‌ ଚିଠି ଲେଖିଛନ୍ତି। ଯୁବରାଜ ଏହି ଚିଠି ସହିତ ବିରାଟଙ୍କ ପାଇଁ ଏକ ଖାସ୍‌ ଉପହାର ମଧ୍ୟ ପଠାଇଛନ୍ତି। ଯୁବରାଜ ଏହି ଚିଠିରେ ଲେଖିଛନ୍ତି, ‘ତୁ ସବୁବେଳେ ମୋ ପାଇଁ ଚିକୁ ହିଁ ରହିବୁ ଆଉ ଦୁନିଆ ପାଇଁ…

ଦ୍ବିତୀୟ ଟେଷ୍ଟ ମ୍ଯାଚ ବେଳେ କେଏଲ ରାହୁଲଙ୍କ ଉପରକୁ ବିୟର ବୋତଲ ଫୋପାଡିଲେ ଇଂଲଣ୍ଡ ସମର୍ଥକ, ରାଗିଗଲେ କୋହଲି

କ୍ରିକେଟ ମୈଦାନରେ ପୁଣି ଏକ ଲଜ୍ଜାକନକ ଘଟଣା ଦେଖିବାକୁ ମିଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌‌ର ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍‌ର ସମର୍ଥକ କେଏଲ ରାହୁଲଙ୍କ ଉପରେ ବିୟର ଏବଂ ସାମ୍ପେନ୍‌ର କର୍କ ଫୋପାଡ଼ିଛନ୍ତି ।…

ଆଉଟ ହେବା ପରେ ରାଗରେ ଲାଲ ହୋଇଗଲେ କୋହଲୀ, ଏମିତି ଭୁଲ କରିଦେଲେ ଯେ ଏବେ ମିଳିବ ବିରାଟ ଦଣ୍ଡ

ନିଜର କ୍ରୋଧିତ ସ୍ୱଭାବକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି। ଚଳିତ ବର୍ଷ ଆଇପିଏଲରେ ମଧ୍ୟ କୋହଲିଙ୍କର ଏପରି ସ୍ୱଭାବ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କେବଳ ଏତିକି ନୁହେଁ ଏହି ଆଚାର ସଂହିତା…

ଚୟନ କମିଟି ଉପରେ ସୁନୀଲ ଗାଭାସ୍କର ଅସନ୍ତୋଷ, ବିରାଟଙ୍କୁ ପୁଣି ଅଧିନାୟକ ନିଯୁକ୍ତିକୁ ନାପସନ୍ଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଭାରତୀୟ ଚୟନ କମିଟି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ବିରାଟ କୋହଲିଙ୍କୁ ପୁଣି ଥରେ ଅଧିନାୟକ ନିଯୁକ୍ତିକୁ ସେ ନାପସନ୍ଦ କରିଛନ୍ତି । ଗାଭାସ୍କର କହିଛନ୍ତି, ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଥିଲା…