Browsing Tag

VIRAT KOHLI

ଇଂଲଣ୍ଡ ସିରିଜ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ, କୋହଲିଙ୍କୁ ନେଇ ଆସିଲା ନୂଆ ଖବର

ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି । ଏହି ସିରିଜର ଶେଷ ମ୍ୟାଚ୍ ଆଜି ଚେନ୍ନାଇର ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପରେ ଇଣ୍ଡିଆ ଟିମ୍ ୟୁକେ ଗସ୍ତରେ ଯିବ, ଯେଉଁଠାରେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ…

ପୁଅ ଅକାୟ ପାଇଁ ସୁପର ହିରୋ ସାଜିଲେ ବିରାଟ କୋହଲି, ଭାଇରଲ ହେଉଛି ଫଟୋ

ଆଇପିଏଲ ୨୦୨୬ ଟାଇଟଲ ଜିତିବା ପରେ ବିରାଟ କୋହଲି ଏବେ ଖେଳ ଜଗତରୁ ଦୂରେଇ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଟିମରେ ରହିଥିଲେ ବିରାଟ କୋହଲି । ହେଲେ ଆଘାତଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଛନ୍ତି ବିରାଟ । ଏବେ କିନ୍ତୁ ପରିବାର ସହିତ ଜୀବନ ବିତାଉଛନ୍ତି । ବିରାଟ…

ବିରାଟ ଟଝକା, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ କୋହଲି

କୋହଲିଙ୍କ ଫ୍ୟାନ୍ସଙ୍କୁ ବିରାଟ ଝଟକା । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି ବିରାଟ କୋହଲି । ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଦଳରେ ସ୍ଥାନ ପାଇ ନାହାଁନ୍ତି । ତେବେ କାହିଁକି ବାଦ୍ ଦିଆଯାଇଛି ସେନେଇ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ…

ବିରାଟ ଓ ଆରସିବି ପାଇଁ ପ୍ରାର୍ଥନା କରୁଥିଲେ ଅନୁଷ୍କା, ରାଧାନାମ ଜପ କରୁଥିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ ବିରାଟ କୋହଲି ଇଣ୍ଡଷ୍ଟ୍ରୀର ଜଣାଶୁଣା ଦମ୍ପତି । ଦୁହିଁଙ୍କ କେମେଷ୍ଟ୍ରୀ ଏବଂ ଭଲପାଇବା ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ବିରାଟ କୋହଲିଙ୍କ ଟିମ୍ ଆରସିବି ଆଇପିଏଲ ୨୦୨୬ ଫାଇନାଲରେ ପହଞ୍ଚିଛି । ମଙ୍ଗଳବାର ଧର୍ମଶାଳାରେ…

କୋହଲି-ଟ୍ରାଭିସ ହେଡ୍ ତୁତୁ ମେଁମେଁ, ଏବେ ହେଡଙ୍କ ପତ୍ନୀଙ୍କୁ ଟାର୍ଗେଟ, କରାଯାଉଛି ଖରାପ କମେଣ୍ଟ

ଆଇପିଏଲ୍ ୨୦୨୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ବ୍ୟାଟର ଟ୍ରାଭିସ୍ ହେଡଙ୍କ ମଧ୍ୟରେ ହୋଇଥିବା ତିକ୍ତତା ଏବେ ତାଙ୍କ ପତ୍ନୀଙ୍କ ପାଇଁ ଅଡୁଆ ହୋଇଛି । ଏହି ଘଟଣାର ଭିଡିଓ ଭାଇରଲ ହେବା ପରେ କିଛି ଭାରତୀୟ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡିଆରେ…

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇ ଜୁନରେ ହେବାକୁ ଥିବା ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଟେଷ୍ଟ ଏବଂ ଦିନିକିଆ ସିରିଜରେ ଅନେକ ନୂଆ ଚେହେରାକୁ ସାମିଲ କରାଯାଇଛି । ମାନବ ସୁଥାର, ହର୍ଷ ଦୁବେ, ଗୁରନୁର…

ଜର୍ମାନୀ ମଡେଲଙ୍କ ଖୁଲାସା, ବିରାଟ କୋହଲିଙ୍କୁ ବଦନାମ୍ କରିବା ପାଇଁ ହୋଇଥିଲା ଟଙ୍କା ଅଫର୍

ଜର୍ମାନୀର ମଡେଲ ଲିଜଲାଜ ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ବିରାଟ କୋହଲିଙ୍କ ନାଁରେ କହି ତାଙ୍କୁ ବଦନାମ କରିବା ପାଇଁ ତାଙ୍କୁ ଟଙ୍କା ଅଫର୍ କରାଯାଇଥିଲା । ଲିଜଲାଜ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି । ବିରାଟ କୋହଲିଙ୍କର ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋୟର୍ସ…

ଦୁଃଖରେ ଭାଙ୍ଗିପଡିଲେ ବିରାଟ କୋହଲି, ଚାଲିଗଲେ ଅନ୍ତରଙ୍ଗ ବନ୍ଧୁ ଅମନପ୍ରୀତ

ଭାଙ୍ଗିପଡିଲେ ବିରାଟ କୋହଲି । ଚାଲିଗଲେ ବିରାଟଙ୍କ ଅନ୍ତରଙ୍ଗ ବନ୍ଧୁ । ପୂର୍ବତନ ପଞ୍ଜାବ ଦ୍ରୁତ ବୋଲର ଏବଂ ବିରାଟ କୋହଲିଙ୍କ ସହିତ ୧୯ ବର୍ଷରୁ କମ୍ ଖେଳରେ ଖେଳିଥିବା ଖେଳାଳି ଅମନପ୍ରୀତ ସିଂହ ଗିଲଙ୍କ ଦେହାନ୍ତ ହୋଇଛି । ମାତ୍ର ୩୬ ବର୍ଷ ବୟସରେ ଅମନପ୍ରୀତଙ୍କର ଦେହାନ୍ତ ହୋଇଛି । ପଞ୍ଜାବ…

ଶୁବମନ ଗିଲଙ୍କ କ୍ୟାଚ୍ ଧରି ଆଗ୍ରେସନ ଦେଖାଇଲେ ବିରାଟ କୋହଲି, ମ୍ୟାଚ ପରେ ହସି ହସି ପୁଣି ହେଲେ ଏକାଠି

ଟିମ୍ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ ଏବେ ଭାରତୀୟ ଟିମ୍ ପାଇଁ ଦୁଇଟି ଫର୍ମାଟରେ ଅଧିନାୟକ ଦାୟିତ୍ବ ତୁଲାଉଚନ୍ତି । ଆଇପିଏଲରେ ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଛନ୍ତି । ଆରସିବି ଏବଂ ଗୁଜରାଟ ଟାଇଟନ୍ସ ଟିମ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ଏବଂ ଶୁବମନ ଗିଲଙ୍କ ମଧ୍ୟରେ ଜବରଦସ୍ତ…

କୋହଲିଙ୍କ ବିରାଟ ରେକର୍ଡ, ଆଇପିଏଲରେ ପ୍ରଥମ ବ୍ୟାଟର ଭାବେ ୯ ହଜାର ରନ୍ କଲେ ପୂରଣ

ପୁଣି ଥରେ ଇତିହାସ ରଚିଲେ ବିରାଟ କୋହଲି । ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ କିଙ୍ଗ କୋହଲି ରେକର୍ଡ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍ରେ ଅପରାଜିତ ୨୩ ରନ କରିଥିଲେ । ଏହି…

ବୃନ୍ଦାବନରେ ପ୍ରେମାନନ୍ଦ ଜି ମହାରାଜାଙ୍କ ଶରଣରେ ବିରୁଷ୍କା, ଭକ୍ତିଭାବରେ ହେଲେ ଲୀନ

ବୃନ୍ଦାବନରେ ପହଞ୍ଚିଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଅକ୍ଷୟ ତୃତୀୟା ଅବସରରେ ଦୁହେଁ ପ୍ରେମାନନ୍ଦ ମହାରାଜାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଏହି ସମୟରେ ଦୁହେଁ ଭକ୍ତିରେ ଲୀନ ହୋଇଛନ୍ତି । ପ୍ରବଚନ ଶୁଣି ଅନୁଷ୍କା ଇମୋସନାଲ ହୋଇଛନ୍ତି । ଦୁହିଁଙ୍କ ଭିଡିଓ ଭାଇରଲ ହେବାରେ…

ରାଗି ଗଲେ କିଙ୍ଗ କୋହଲି, ବାଉଣ୍ଡ୍ରୀ ପାଖରେ ଫିଙ୍ଗି ଦେଲେ ହେଲମେଟ୍

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ଖେଳାଳି ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । କିନ୍ତୁ ଏହି ମ୍ୟାଚରେ ନିଜ ଇନିଂସରେ ଖୁସି ନଥିଲେ କୋହଲି । ତେଣୁ ରାଗରେ ଆଉଟ ହେବା ପରେ ହଠାତ୍ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ଫିଙ୍ଗିଦେଲେ । ଯାହା ଦେଖି…