ବିରାଟଙ୍କ ବୈରାଗ୍ୟ, ଟୁଇଟ୍ କରି ଜଣାଇ ଦେଲେ ମୁଁ ଟେଷ୍ଟ ଅଧିନାୟକ ପଦ ଛାଡିଲି
ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।
ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ । ଅବଶ୍ୟ ଦିନିକିଆ…