ମ୍ୟାଚ ସରିବା ପରେ ନୋ ବଲ୍ ବିବାଦକୁ ନେଇ ଅମ୍ପାୟର ସହିତ କଥା ହେଲେ ବିରାଟ, ଭିଡିଓ ଭାଇରଲ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରୋମାଞ୍ଚକ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଠାରୁ ୧ ରନରେ ହାରିଯାଇଥିଲା । ଆଇପିଏଲ ସିଜିନ ୨୦୨୪ରେ ଆରସିବିକୁ ପୁଣି ଆଉଥରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ମ୍ୟାଚରେ ବିରାଟ କୋହଲିଙ୍କ ବିବାଦସ୍ପଦ ଆଉଟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କୋଲକତା…