Browsing Tag

VIRAT KOHLI

ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରିବା ପାଇଁ ଡ୍ୟାନ୍ସ କଲେ କୋହଲି ଏବଂ ଗିଲ, ଭିଡିଓ ଭାଇରଲ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସ ଖେଳିବ । କେପ୍ ଟାଉନ୍ ପିଚରେ ବୋଲରଙ୍କ ରାଜ୍ । ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର । ରୋମାଞ୍ଚକର ମୋଡରେ…

ପାରିବାରିକ ଏମରଜେନ୍ସି ଯୋଗୁ ଭାରତ ଫେରିଲେ ବିରାଟ କୋହଲି, ଟେଷ୍ଟ୍‍ ସିିରିଜରୁ ଋତୁରାଜ ଗାୟକୱାଡ ବାଦ୍‌

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୨୬ ତାରିଖରେ ଟେଷ୍ଟ୍‍ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତ ଫେରି ଆସିଛନ୍ତି ବିରାଟ କୋହଲି। ରିପୋର୍ଟ ମୁତାବକ, କୋହଲି ଫ୍ୟାମିଲି ଏମରଜେନ୍ସି କାରଣରୁ ଭାରତ ଫେରିଛନ୍ତି। ଭାରତୀୟ ଟିମ୍‌ ବର୍ତ୍ତମାନ ତିନୋଟି ଫର୍ମାଟ୍‌ର ସିରିଜ୍ ପାଇଁ ଦକ୍ଷିଣ…

ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି, ‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି ’

ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ ଧଳା ବଲରେ ଅଲଗା ଅଲଗା…

ICC ODI Ranking : ବିରାଟ ଅଧିକାର କଲେ ୩ୟ ସ୍ଥାନ, ଶୀର୍ଷ ୧୦ରେ ୩ ଭାରତୀୟ ଖେଳାଳି

ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇସିସି ଦିନିକିଆ ରାଙ୍କିରେ ବିରାଟ କୋହଲି ନଂ ୩ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ସ୍ଥାନରେ ଶୁବମନ ଗିଲ୍‌ ଏବଂ ଦ୍ୱିତୀୟ ସ୍ଥାନ ବାବର ଆଜମ ରହିଛନ୍ତି । ବିରାଟ କୋହଲି ବିଶ୍ୱକପ ୨୦୨୩ରେ କମାଲ ପ୍ରଦର୍ଶନ କରି ୩ ନଂ ସ୍ଥାନରେ…

ମୁମ୍ବାଇ ଫେରିଲେ ବିରାଟ-ଅନୁଷ୍କା, ଝିଅକୁ କୋଳରେ ଧରିଥିବାର ନଜର ଆସିଲେ କ୍ୟାପଟେନ ରୋହିତ ଶର୍ମା

ବିଶ୍ୱକପ୍‌ ପରେ ବିରାଟ କୋହଲି ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏହାସହ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଝିଅ ସହିତ ବିମାନବନ୍ଦରରେ ନଜର ଆସିଛନ୍ତି। ବିରାଟ କୋହଲି ଅନୁଷ୍କାଙ୍କ ସହ ଏକ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲେ।…

ଅଷ୍ଟ୍ରେଲିଆଠାରୁ ହାରିବା ପରେ କାନ୍ଦିଲେ ବିରାଟ କୋହଲି, ଆଲିଙ୍ଗନ କରି ସାନ୍ତ୍ୱନା ଦେଲେ ପତ୍ନୀ ଅନୁଷ୍କା

ରବିବାର ସନ୍ଧ୍ୟା ଥିଲା ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଅତି କଠିନ ସମୟ। ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମ୍‌କୁ ହରାଇ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ ଟିମ୍‌। ଏଭଳି ସ୍ଥିତିରେ ସମସ୍ତ ଭାରତୀୟ ଖେଳାଳି ଗତକାଲି ଇମୋସନାଲ୍‌ ନଜର ଆସିଥିଲେ। ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ…

ବିଶ୍ୱକପ ଫାଇନାଲ : ଭାରତକୁ ଝଟକା, ପ୍ୟାଭିଲିୟନ ଫେରିଲେ କିଙ୍ଗ କୋହଲି

ଦିନିକିଆ ବିଶ୍ୱକପ ୨୦୨୩ ଲଢେଇ ଚାଲିଛି। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ଵିକେଟ ହରାଇଛି ଭାରତ । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ୪ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଆଉଟ୍‌ ପରେ କ୍ୟାଚ ଆଉଟ…

ଶାକାହାରୀ ଖାଦ୍ୟ ଖାଆନ୍ତି ବିରାଟ, ଏହା ପଛରେ ରହିଛି ଏକ ଖାସ କାରଣ

ଆସନ୍ତା କାଲି ବିଶ୍ୱକପ୍‌ । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଚାରିଆଡ଼େ ଖୁସିର ମାହୋଲ । ୯ଟି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଅପରାଜୟ ଟିମ୍‌ ଭାବେ ଫାଇନାଲକୁ ପ୍ରବେଶ କରିଛି । ୧୦୦ କୋଟି ଭାରତୀୟଙ୍କ ଆଶା ଟିମ୍‌ ଓ୍ଵାର୍ଲ୍ଡକପ୍‌…

ବିରାଟଙ୍କ ୫୦ତମ ଶତକରେ ଖୁସି ହୋଇଗଲେ ଅନୁଷ୍କା ଏବଂ ସଚିନ, ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ କିଙ୍ଗ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କ ରେକର୍ଡ ଆଜିଯାଏଁ କେହି ଭାଙ୍ଗି ପାରିନଥିଲେ । ୫୦ତମ ଶତକ ମାରି ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ ର ସେମିଫାଇନାଲ ମ୍ୟାଚରେ…

‘ବିଗ ବି’ଙ୍କ ଟ୍ୱିଟକୁ ନେଇ ଖୁବ ଚର୍ଚ୍ଚା, ୱାର୍ଲଡ କପ୍ ଫାଇନାଲ ମ୍ୟାଚ ନ ଦେଖିବାକୁ ମିଳୁଛି ଚେତାବନୀ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଏବେ ତାଙ୍କୁ କେବେ ବି ମ୍ୟାଚ ନଦେଖିବା ପାଇଁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଉଛି । କାରଣ ନିକଟରେ ଅମିତାଭ ନିଜ ଅଫିସିଆଲ X ଆକାଉଣ୍ଟରେ ଲେଖିଛନ୍ତି, 'ଯେତେବେଳେ ବି ସେ ମ୍ୟାଚ ଦେଖନ୍ତି ନାହିଁ ସେତେବେଳେ ଇଣ୍ଡିଆ ଜିତିଥାଏ ।' ବୁଧବାର ଦିନ ICC ୱାର୍ଲଡ…

ବିରାଟ କୋହଲିଙ୍କ ଡ୍ୟାନ୍ସ ମଚାଇଲା ଧୁମ୍‌, ମ୍ୟାଚ ସମୟରେ ଅନୁଷ୍କା ଏବଂ ଶାହରୁଖଙ୍କ ଗୀତରେ ନାଚି ଫ୍ୟାନ୍ସଙ୍କ ମନ…

ବିରାଟ କୋହଲି ୩୫ ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଶତକ ମାରି ଉପହାର ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଶତକ ମାରି ନିଜକୁ ଏବଂ ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ବିରାଟଙ୍କ ଶତକରେ ଖୁସି ହୋଇ ଅନୁଷ୍କା ଶର୍ମା ପୋଷ୍ଟ ସେୟାର କରି ଖୁସି ଜାହିର କରିଛନ୍ତି । ବିରାଟ…

ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା ସହିତ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଗତକାଲି ବିଶ୍ୱକପ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍ମ ଚିନ୍ନାସ୍ୱାମୀ…