Browsing Tag

virus app

ଫୋନରେ ଗରିଲା ଭାଇରସର ଆକ୍ରମଣ; ଜାଣନ୍ତୁ ଆଣ୍ଡ୍ରଏଡ ଡିଭାଇସରେ କେଉଁ ପ୍ରକାର ସମସ୍ୟା ସୃଷ୍ଟି ହୁଏ

(କେନ୍ୟୁଜ ବ୍ୟୁରୋ): ଟେକ୍ନୋଲୋଜି ଲଗାତାର ଭାବେ ଉନ୍ନତି କରୁଛି । ବର୍ତ୍ତମାନ ସମୟରେ ଘରେ ଘରେ ସ୍ମାର୍ଟ ଡିଭାଇସ ବ୍ୟବହାର ହେଉଛି । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଲୋକେ ଲାଭ ପାଉଥିଲେ ମଧ୍ୟ ଏହାର ଅନେକ କ୍ଷତି ରହିଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ ଡିଭାଇସ…

ଆପଣଙ୍କ ସ୍ମାର୍ଟଫୋନକୁ ଭାଇରସ୍‌ କେମିତି ପହଁଚେ? ଜାଣନ୍ତୁ ଏହାକୁ ରୋକିବାର ତରିକା

ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୁରକ୍ଷିତ ରହିବା କୌଣସି ପରୀକ୍ଷା ଠାରୁ କମ୍‌ ନୁହେଁ। ସୋସିଆଲ ମିଡିଆ ଯୁଗରେ ମୁଁ ହୁଏ କିମ୍ବା ଆପଣ ସବୁ ଲୋକ ଅନେକ ଆପ୍‌ ଇନଷ୍ଟଲ କରୁଛନ୍ତି। ଏଥିମଧ୍ୟରୁ ଅନେକ ଆପ୍ସ ବିଷୟରେ ତ ଆମେ ଜାଣିଛନ୍ତି କିନ୍ତୁ ଏମିତି ବି ବହୁତ ଆପ୍‌ ଅଛି ଯାହାକୁ ଆମେ ଆମ ସାଙ୍ଗ…

ଆପଣ ଆପଣ ଧରିଥିବା ଫୋନରେ ନାହିଁ ତ ଖତରନାକ ଭାଇରସ, ଚେକ କରି ଏପରି କରନ୍ତୁ ଡିଲିଟ

କିଛି ଦିନ ଧରି ଭାଇରସକୁ ନେଇ ବହୁତ ଖବର ସାମ୍ନାକୁ ଆସୁଛି। ଆଣ୍ଡ୍ରଏଡ଼କୁ ବହୁତ ସୁରକ୍ଷିତ ଅପରେଟିଂ ବୋଲି ଧରାଯାଏ। କିନ୍ତୁ ଅନେକ ଥର ଏଥିରେ ଭାଇରସ ଭଳି ସମସ୍ୟାର ଖବର ସାମ୍ନାକୁ ଆସିଥାଏ। ଯଦିଓ ଏହା ଠାରୁ ରକ୍ଷା ପାଇବା ପାଇଁ ଏଥିରେ ସିକ୍ୟୁରୀଟି ପ୍ୟାଚ ଅପଡେଟ ଏବଂ ସିକ୍ୟୁରୀଟି ଫିଚର୍ସ…

ଆପଣଙ୍କ ମୋବଇଲରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ଆପ୍‌, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

ଏଇ କିଛି ଦିନ ଭିତରେ ସାଇବର ଆଟାକ ବହୁତ କମ୍‌ ହେଉଥିବା ଦେଖୁବାକୁ ମିଳୁଛି। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ନିଜ ନିଜ ପ୍ଲାଟଫର୍ମରୁ ଅନେକ ଭାଇରସ୍‌ ଆପକୁ ହଟାଇଛନ୍ତି କାରଣ ହ୍ୟାକର୍ସ ଏହି ସବୁ ଆପ୍ଲିକେସନ ଜରିଆରେ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ଏହାସହିତ ସେମାନଙ୍କର ବ୍ୟକ୍ତିଗତ…

ଲୋକଙ୍କୁ ଚୂନା ମାରିସାରିଛି ଏହି ୬ ଆପ୍ , ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ହଟାନ୍ତୁ

ସାଧାରଣତଃ ଆଣ୍ଡ୍ରଏଡରେ ସ୍ମାର୍ଟଫୋନରେ କୌଣସି ଆପ୍ ଡାଉନଲୋଡ୍ କରିବାକୁ ହେଲେ ଗୁଗଲ୍ ପ୍ଲେ ଷ୍ଟୋର୍ ଯାଇ ନିଜ ଇଛା ହିସାବରେ ଆପ୍ ଡାଉନଲୋଡ୍ କରିଥାଉ  । ହେଲେ ଏହି ଆପରେ କିଛି ଆପ୍ ଥାଏ ଯାହା ଆମ ଫୋନରୁ ଡାଟା ଚୋରୀ କରିଥାଉ । ଏପରିକି ଏସବୁ ଆପ୍ ଆପଣଙ୍କ କଥା ବାର୍ତ୍ତା ଉପରେ ନଜର ରଖିଥାଏ ।…