ବିରାଟଙ୍କ ଘରକୁ ଆସିଲା କୁନି ପରୀ, ଉଭୟ କ୍ରୀଡ଼ା ଓ ବଲିଉଡ୍ ଜଗତରୁ ଛୁଟୁଛି ଶୁଭେଚ୍ଛାର ସୁଅ
ବିରାଟ କୋହଲିଙ୍କ ଘରକୁ ଆସିଛି କୁନି ପରୀ। ଆଜି ଅପରାହ୍ନରେ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବାପା ହେବା ଖବର ବିରାଟ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ସେ ଏହି ଖବର ଦେବା ବେଳେ ବହୁତ ଖୁସି ଥିବା ଜଣାପଡ଼ୁଛି। ଝିଅ ଜନ୍ମ ହେବା ଖୁସି ଖବର ଦେବା ସହ ବିରାଟ ଟିକେ…