ଝିଅ ଜନ୍ମ ପରେ ପ୍ରଥମ ଥର ସର୍ବସମ୍ମୁଖକୁ ଆସିଲେ ବିରାଟ-ଅନୁଷ୍କା, ସ୍ମାଇଲ ସହିତ ପାପାରାଜୀ ସାମ୍ନାରେ ଦେଲେ ପୋଜ୍
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବା ପରେ ପ୍ରଥମ ଥର ସର୍ବସମ୍ମୁଖକୁ ଆସିଛନ୍ତି। ଗୁରୁବାର ସେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇର ଏକ କ୍ଲିନିକ୍ ବାହାରେ ନଜର ଆସିଥିଲେ। କ୍ଲିନିକ୍ରୁ ବାହାରି ପାପାରାଜୀ ପାଇଁ ପୋଜ୍ ଦେବା ବେଳେ ହସୁଥିବାର ଦେଖାଯାଇଥିଲା।…