Browsing Tag

visakhapatnam

ବିଶାଖାପାଟନମ: ଲରି ଏବଂ ଅଟୋ ଧକ୍କା, ୮ ସ୍କୁଲ ପିଲା ଆହତ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସହରର ଏକ ଛକରେ ଦ୍ରୁତଗାମିରେ ଆସୁଥିବା ଏକ ଅଟୋ ଏବଂ ଲରି(ଟ୍ରକ) ଧକ୍କା ହେବା ଫଳରେ ୮ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଅଟୋରେ ଥିବା ସ୍କୁଲ ଛାତ୍ର ସ୍କୁଲ ଯିବା ସମୟରେ ଲରି ସହିତ ଧକ୍କା ହୋଇଥିଲା । ଏହାର ଭିଡିଓ ଭାଇରଲ…

ହେ ପ୍ରଭୁ, ତୁମକୁ ବି ଛାଡିଲେନି ! ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟିର ଚେକ୍‌, କିନ୍ତୁ ଆକାଉଣ୍ଟରେ ମିଳିଲା ମାତ୍ର…

ଭଗବାନଙ୍କୁ ବି ଠକିଦେଲା ଭକ୍ତ । ଭଗବାନଙ୍କୁ ୧୦୦ କୋଟି ଟଙ୍କାର ଚେକ୍‌ ଦାନବାକ୍ସରେ ଦେଇଆସିଥିଲେ ଭକ୍ତ । ମନ୍ଦିର ପ୍ରଶାସନ ପକ୍ଷରୁ ଚେକ୍‌କୁ ନେଇ ବ୍ୟାଙ୍କ ସହିତ ସଂପର୍କ କରିବା ପରେ ଆକାଉଣ୍ଟରେ ଯେତିକି ଟଙ୍କା ଥିଲା ତାହା ଜାଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ୧୦୦ କୋଟି ଟଙ୍କାର…

ବିଶାଖାପାଟଣାରେ ଖୋଲା ରହିବ ଓଡ଼ିଶାର ‘ରୋଗୀ ସହାୟତା କେନ୍ଦ୍ର’, ଉପକୃତ ହେବେ ଗରିବ ଓ ଆଦିବାସୀ ଲୋକ

(କେନ୍ୟୁଜ) : ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ…

ଜୀବନ ସହ ସଂଗ୍ରାମ କରି ଚାଲିଗଲେ ବାପ-ପୁଅ, ବିଶାଖାପାଟଣାରେ ବଞ୍ଚିବା ପାଇଁ ଲଢେଇ କରୁଛି ମାଆ

କେନ୍ୟୁଜ୍‌(ବ୍ୟୁରୋ): ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇ ସାରିଥିବା ବେଳେ ହସପିଟାଲ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ମାଆ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ । ଗତ…

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା; ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଘୋଷଣା

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ନେଇ ଘୋଷଣା କରିଛନ୍ତି। ସିଏମ୍‌ ରେଡ୍ଡୀ ମଙ୍ଗଳବାର ଦିଲ୍ଲୀରେ ଇଣ୍ଟରନ୍ୟାସନାଲ ଡିପ୍ଲୋମେଟିକ ଏଲିୟାନ୍ସ ମିଟ୍‌ରେ ଯୋଗଦେବାକୁ ପହଞ୍ଚିଥିଲେ। ସେ ସମ୍ମିଳନୀରେ ଉପସ୍ଥିତ ଲୋକଙ୍କୁ…

ପ୍ରେମିକାର ସଉକକୁ ପୂରଣ କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ କରିଛି ପ୍ରେମିକ, ଦେଇଛି କୋଟି…

ନୂଆଦିଲ୍ଲୀ : ରାଜସ୍ଥାନର ଅଲୱାରର ଭବାଡି ପୋଲିସ ବିଶାଖାପାଟଣାରୁ ଜଣେ ଠକକୁ ଗିରଫ କରିଛି। ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନାମରେ ଠକିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ତିଜାରା ବିଧାୟକ ସନ୍ଦୀପ ଯାଦବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୩୦…

ବିଶାଖାପାଟନାମ୍‌: ହିନ୍ଦୁସ୍ତାନ୍‌ ସିପୟାର୍ଡରେ ହଠାତ୍‌ ଭାଙ୍ଗି ପଡ଼ିଲା କ୍ରେନ୍‌, ଚାପି ହୋଇ ୧୦ ମୃତ; ଦେଖନ୍ତୁ ଭିଡିଓ

ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍‌ରେ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ କ୍ରେନ୍‌ ଓଲଟି ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିଶାଖାପାଟନାମ୍‌ ଜିଲ୍ଲା କଲେକ୍ଟର ବିନୟ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ବେଳେ କ୍ରେନ୍‌ରୁ ଲ୍ୟାଣ୍ଡିଂର ଟ୍ରାଏଲ କରାଯାଉଥିଲା। ଏହାର ଭିଡିଓ ଏବେ ଭାଇରାଲ…

ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ବିଶାଖାପାଟଣା ଗ୍ୟାସ ଲିକ ଘଟଣାର ପୁନରାବୃତ୍ତି, ବିଳମ୍ବିତ ରାତିରେ କାହିଁକି ଘଟିଲା ଏହି ଘଟଣା ଜାଣନ୍ତୁ

ଗୁରୁବାର ଭୋର ସମୟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏଲଜି ପଲିମର ଗ୍ୟାସ ଲିକ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲା । ବିଳମ୍ବିତ ରାତିରେ ବି ସମାନ ଘଟଣାର ପୁନରାବୃତି ହୋଇଥିବା ସୂଚନା ମିଳିଛି । ରାତି ସମୟର ଲିକ କିନ୍ତୁ  ଗ୍ୟାସ ଲିକକୁ ସଜାଡ଼ିବା ସମୟରେ ହୋଇଥିବା ନେଇ…

ବିଶାଖାପାଟଣା ଏଲଜି ପଲିମର୍ସ ପ୍ଲାଣ୍ଟରୁ କେମିତି ହେଲା ଗ୍ୟାସ ଲିକ୍‌ ?ତଦନ୍ତ କର: ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ…

କେନ୍ୟୁଜ୍ (ବ୍ୟୁରୋ): ବିଶାଖାପାଟଣା ସ୍ଥିତ ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ଷ୍ଟାଇରିନ ଗ୍ୟାସ୍‌ ଲିକ୍‌ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ…

ବିଶାଖାପାଟନା ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ

ନାଗରିକ ଅପୂର୍ତି ବିଭାଗ ଏବଂ ଭିଜିଲାନ୍ସ ଦ୍ବାରା ବିଶାଖାପାଟନା ର ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ କରାଯାଇଛି। ଏହି ଚାଉଳ ମିଡ ଡେ ମିଲ ର ବୋଲି ସୂଚନା ମିଳିଛି। ପୋଲିସ ସୂଚନା ଅନୁଯାୟୀ ଏହି ଚାଉଳକୁ ମାଲବୁହା ଗାଡି ସାହାଯ୍ୟରେ କାକୀନାଡା ପଠାଯାଉଥିଲା। ଭିଜିଲାନ୍ସ…