Browsing Tag

visakhapatnam

ବିଶାଖାପାଟନାମ୍‌: ହିନ୍ଦୁସ୍ତାନ୍‌ ସିପୟାର୍ଡରେ ହଠାତ୍‌ ଭାଙ୍ଗି ପଡ଼ିଲା କ୍ରେନ୍‌, ଚାପି ହୋଇ ୧୦ ମୃତ; ଦେଖନ୍ତୁ ଭିଡିଓ

ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍‌ରେ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ କ୍ରେନ୍‌ ଓଲଟି ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିଶାଖାପାଟନାମ୍‌ ଜିଲ୍ଲା କଲେକ୍ଟର ବିନୟ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ବେଳେ କ୍ରେନ୍‌ରୁ ଲ୍ୟାଣ୍ଡିଂର ଟ୍ରାଏଲ କରାଯାଉଥିଲା। ଏହାର ଭିଡିଓ ଏବେ ଭାଇରାଲ…

ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ବିଶାଖାପାଟଣା ଗ୍ୟାସ ଲିକ ଘଟଣାର ପୁନରାବୃତ୍ତି, ବିଳମ୍ବିତ ରାତିରେ କାହିଁକି ଘଟିଲା ଏହି ଘଟଣା ଜାଣନ୍ତୁ

ଗୁରୁବାର ଭୋର ସମୟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏଲଜି ପଲିମର ଗ୍ୟାସ ଲିକ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲା । ବିଳମ୍ବିତ ରାତିରେ ବି ସମାନ ଘଟଣାର ପୁନରାବୃତି ହୋଇଥିବା ସୂଚନା ମିଳିଛି । ରାତି ସମୟର ଲିକ କିନ୍ତୁ  ଗ୍ୟାସ ଲିକକୁ ସଜାଡ଼ିବା ସମୟରେ ହୋଇଥିବା ନେଇ…

ବିଶାଖାପାଟଣା ଏଲଜି ପଲିମର୍ସ ପ୍ଲାଣ୍ଟରୁ କେମିତି ହେଲା ଗ୍ୟାସ ଲିକ୍‌ ?ତଦନ୍ତ କର: ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ…

କେନ୍ୟୁଜ୍ (ବ୍ୟୁରୋ): ବିଶାଖାପାଟଣା ସ୍ଥିତ ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ଷ୍ଟାଇରିନ ଗ୍ୟାସ୍‌ ଲିକ୍‌ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ…

ବିଶାଖାପାଟନା ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ

ନାଗରିକ ଅପୂର୍ତି ବିଭାଗ ଏବଂ ଭିଜିଲାନ୍ସ ଦ୍ବାରା ବିଶାଖାପାଟନା ର ସାଗର ନଗର ସ୍ଥିତ ଇସ୍କନ ପରିସରରୁ ୧୯.୮ ଟନ୍ ଚାଉଳ ଜବତ କରାଯାଇଛି। ଏହି ଚାଉଳ ମିଡ ଡେ ମିଲ ର ବୋଲି ସୂଚନା ମିଳିଛି। ପୋଲିସ ସୂଚନା ଅନୁଯାୟୀ ଏହି ଚାଉଳକୁ ମାଲବୁହା ଗାଡି ସାହାଯ୍ୟରେ କାକୀନାଡା ପଠାଯାଉଥିଲା। ଭିଜିଲାନ୍ସ…