Browsing Tag

vishal dev odisha

ବିଶାଲ ଦେବଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ଓ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ବିଶାଲ ଦେବଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ଓ ଶାସନ ସଚିବ ଦାୟିତ୍ୱ । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଶାସନ ସଚିବ ଭାବେ କାମ କରୁଛନ୍ତି । ଆସନ୍ତା ୪ ତାରିଖରେ ଓଡ଼ିଶା ଭାଷା, ସାହିତ୍ୟ ଓ…