Browsing Tag

vishal dev

ବିଶାଲ ଦେବଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ଓ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ବିଶାଲ ଦେବଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ଓ ଶାସନ ସଚିବ ଦାୟିତ୍ୱ । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଶାସନ ସଚିବ ଭାବେ କାମ କରୁଛନ୍ତି । ଆସନ୍ତା ୪ ତାରିଖରେ ଓଡ଼ିଶା ଭାଷା, ସାହିତ୍ୟ ଓ…

ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌, ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଲ ଦେବ

ଭୁବନେଶ୍ବର(କେନ୍ୟୁଜ୍):  ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌। ଏନେଇ ବୋଟ କିଣାଯିବ। ଏହାସହ ସର୍ଫିଙ୍ଗ ଫେଡେରେସନ ଅଫ୍‌ ଇଣ୍ଡିଆ ସହ ଚୁକ୍ତିହେବ। ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବିଶାଲ ଦେବ। ଗୋଟିଏ ବୁଦ୍ଧିଷ୍ଟ ସରକିଟ୍‌ ଗ୍ରାଣ୍ଡ ତିଆରି ହେବ। ଡାକ ବଙ୍ଗଳା କରାଯିବା ନେଇ…