Browsing Tag

Vishnu Purana

ବିଷ୍ଣୁ ପୁରାଣ: ବିପତ୍ତି ଆସିଲେ ମଧ୍ୟ କଦାପି ବିକିବେ ନାହିଁ ଏହି ୬ଟି ଜିନିଷ, ନଚେତ୍‌ ହୋଇଯିବେ କାଙ୍ଗାଳ

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥଗୁଡ଼ିକରେ ମାନବ ଜୀବନ ସହ ଜଡ଼ିତ ଅନେକ କଥାକୁ ବିସ୍ତାର ରୂପେ ଦର୍ଶାଯାଇଛି। ଏମିତି ହିଁ ବିଷ୍ଣୁ ପୁରାଣରେ ବର୍ଣ୍ଣିତ କିଛି କଥାକୁ ଆପଣ ଯଦି ନିଜ ଜୀବନରେ ବିନିଯୋଗ କରିବେ, ତେବେ ଏକ ସୁଖ, ଶାନ୍ତିର ଜୀବନ ଅତିବାହିତ କରିବେ। ବିଷ୍ଣୁ ପୁରାଣରେ କୁହାଯାଇଛି,…

ବିଷ୍ଣୁ ପୁରାଣ ଅନୁସାରେ ଏହି ୪ଟି କାମକୁ ଅଧିକ ସମୟ କରିବାକୁ କରାଯାଇଛି ବାରଣ, ନଚେତ୍‌ ହେବ କ୍ଷତି ହିଁ କ୍ଷତି

ହିନ୍ଦୁ ଧର୍ମରେ ଏମିତି ଅନେକ ଗ୍ରନ୍ଥ ରହିଛି ଯେଉଁଥିରେ ଲାଇଫ୍‌ ମ୍ୟାନେଜମେଣ୍ଟକୁ ନେଇ ବିସ୍ତାରିତ ଭାବେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବିଷ୍ଣୁ ପୁରାଣ। ଏହି ପୁରାଣକୁ ଶ୍ରୀ ପରାଶର ଋଷି ରଚନା କରିଥିଲେ। ବିଷ୍ଣୁ ପୁରାଣରେ ଦେବାଦେବୀଙ୍କ ଠାରୁ ଆରମ୍ଭ କରି ଅତୀତ, ଭବିଷ୍ୟତ…

କ’ଣ ରହିଛି ବିଷ୍ଣୁ ପୁରାଣରେ, ଜାଣନ୍ତୁ ଏହାସହିତ ଜଡିତ କିଛି ବିଶେଷ କଥା

ହିନ୍ଦୁ ଧର୍ମରେ ବେଦ ଏବଂ ପୁରାଣର ଅନେକ ମହତ୍ତ୍ୱ ରହିଛି। ବେଦର ସବୁ ଉପନିଷେଦର ସାର ହେଉଛି ଗୀତା। ଅନ୍ୟ ଗ୍ରନ୍ଥ ଇତିହାସ, ପରମ୍ପରା ଏବଂ କର୍ମକାଣ୍ଡର ଗ୍ରନ୍ଥ। ପୁରାଣ ଅର୍ଥ ହେଉଛି ସବୁଠାରୁ ପୁରାତନ। ସବୁଠାରୁ ପ୍ରାଚୀନ। ଇତିହାସ ଗ୍ରନ୍ଥରେ ବାଲ୍ମକୀ ରାମାୟଣ, ମହାଭାରତ ଏବଂ ପୁରାଣ…