Browsing Tag

vishnu statue

ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ରର ମାଟି ତଳୁ ପୁଣି ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ରର ମାଟି ତଳୁ ପୁଣି ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର । ସୁକଶାରୀ ମନ୍ଦିରର ପଶ୍ଚିମ ଓ ଉତ୍ତର ଦିଗରେ ଖନନ ବେଳେ ପୂର୍ବରୁ ୩ଟି ମନ୍ଦିର ଉଦ୍ଧାର ହୋଇଥିଲା । ଏବେ ଉତ୍ତର ପୂର୍ବ ଦିଗରେ ପୁଣି ୩ଟି ମନ୍ଦିରର ଭଗ୍ନାବଶେଷ ସହ ଏକ…

ବିଷ୍ଣୁଙ୍କ ମୂର୍ତ୍ତିକୁ କ’ଣ ପାଇଁ ୪୦ ବର୍ଷ ପର୍ଯ୍ୟନ୍ତ ଜଳମଗ୍ନ କରି ରଖାଯାଏ, ଜାଣନ୍ତୁ କ’ଣ ରହିଛି ପୌରାଣିକ କାହାଣୀ

ତାମିଲନାଡୁର କାଞ୍ଚିପୁରମରେ ଏପରି ଏକ ମନ୍ଦିର ରହିଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ଅବତାର ଅତିବରଦାର ମୂର୍ତ୍ତିକୁ ୪୦ ବର୍ଷ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖାଯାଇଥାଏ। ୪୦ ବର୍ଷ ପରେ ଏହାକୁ ପାଣିରୁ କଢାଯାଇ ୪୮ ଦିନ ପର୍ଯ୍ୟନ୍ତ ଦର୍ଶନ ପାଇଁ ରଖାଯାଇଥାଏ। ଏହି ସମୟରେ କାଞ୍ଚିପୁରମକୁ ପ୍ରତିଦିନ…