Browsing Tag

vishwakarma

ସତ୍ୟ ଯୁଗର ବିଶ୍ୱକର୍ମା ଆଉ ଆଜିର ଇଞ୍ଜିନିୟର…

ନିକଟରେ ଯାଇଛି ଜାତୀୟ ଯନ୍ତ୍ରୀ ଦିବସ ଆଉ ଆଜି ବିଶ୍ୱକର୍ମା ପୂଜା। ବହୁ ଧୁମ୍‌ଧାମ୍‌ରେ ବିଭିନ୍ନ ଫୋରମ୍‌, ସଂଗଠନ ଦ୍ୱାରା ଯନ୍ତ୍ରୀ ଦିବସ ପାଳିତ ହୋଇଛି। ହ୍ଵାଟସ୍‌ଆପ୍‌ ଓ ସୋସିଆଲ ମିଡିଆରେ ଯନ୍ତ୍ରୀଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ତାଙ୍କର ଶୁଭେଚ୍ଛୁ ଓ ବନ୍ଧୁଙ୍କ ସମେତ…

ଆଜି ବିଶ୍ୱକର୍ମା ପୂଜା, ବିଧି ରକ୍ଷା ପାଇଁ କୋଭିଡ୍ ନିୟମ ମାନି କିଛି ସ୍ଥାନରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଆଜି ବିଶ୍ୱକର୍ମା ପୂଜା । ଏହାକୁ ନେଇ ଚଳଚଞ୍ଚଳ ରାଜଧାନୀ । ବିଭିନ୍ନ ସ୍ଥାନ ମାନଙ୍କରେ ଲାଗି ରହିଛି ଗହଳି ଚହଳି । କିଛି ସ୍ଥାନରେ ମୂର୍ତ୍ତି ମଧ୍ଯ ବିକ୍ରୀ ହେଉଛି। କିନ୍ତୁ କୋଭିଡ ୧୯ ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମୂର୍ତ୍ତି ବିକ୍ରି ପାଇଁ ଥିଲେ ମଧ୍ୟ ଯେଉଁଭଳି…