ଅଦ୍ଭୁତ ଆଶ୍ଚର୍ଯ୍ୟ ! ଭ୍ୟାକସିନ୍ ନେବା ପରେ ବ୍ୟକ୍ତି ପାଇଲେ ନିଜ ଦୃଷ୍ଟି ଶକ୍ତି
ମାଲକାନାଗିରି (କେନ୍ୟୁଜ) : ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ହେବା କଥା ଆପଣ ଶୁଣିଥିବେ, କିନ୍ତୁ ଏହା ଅପରେସନର କାମ କରିବ ଏହି କଥା ଆପଣଙ୍କୁ ଟିକେ ଅଲଗା ଲାଗିପାରେ। କିନ୍ତୁ ହଁ ଆଜ୍ଞା ଏଠାରେ ଟିକା ଅପରେସନର କାମ କରିଛି। ମାଲକାନଗିରି ଜିଲ୍ଲାର କୁଡୁମୁଳୁଗୁମା ବ୍ଲକରେ…