Browsing Tag

visit

ହାଇକୋର୍ଟ ବୁଲିବେ ସାଧାରଣ ଲୋକ: ଆଜିଠାରୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

କଟକ (କେନ୍ୟୁଜ): ହାଇକୋର୍ଟ ବୁଲିବେ ସାଧାରଣ ଲୋକ। ସାଧାରଣ ଲୋକଙ୍କ ପାଇଁ ଖୋଲିବ ଓଡିଶା ହାଇକୋର୍ଟ। ପୂର୍ବରୁ ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହି ଆସିଛି। ଏଥର କିନ୍ତୁ ପ୍ରତ୍ୟେକ ଶନିବାର ସରକାରୀ ଛୁଟି ଦିନ ବ୍ୟତୀତ ଲୋକମାନେ ହାଇକୋର୍ଟ ବୁଲି ପାରିବେ। ପ୍ରତ୍ୟେକ…

ଫୋକସରେ ପଶ୍ଚିମ ଓଡ଼ିଶା: ଆସନ୍ତାକାଲି ୩ ଜିଲ୍ଲାକୁ ଯିବେ ମୁଖ୍ୟମନ୍ତ୍ରୀ, ବିଜୁ ଏକ୍ସପ୍ରେସ ୱେରର କରିବେ ଉଦ୍‌ଘାଟନ

ଭୁବନେଶ୍ୱର (କେନ୍ୟୁଜ): ବିଜୁ ଜୟନ୍ତୀରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩ ମାସ ଭିତରେ ବରଗଡ଼ ଜିଲ୍ଲାକୁ ଏହା ନବୀନଙ୍କ ତୃତୀୟ ବରଗଡ଼ ଜିଲ୍ଲା ଗସ୍ତ। ନବୀନ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୦ ତାରିଖ ଦିନ ସକାଳ ୧୦: ୩୦ ଟା ସମୟରେ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ…

ଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ନୂଆମନ୍ତ୍ରୀ, ନିଜ ବିଭାଗର ସଠିକ ପରିଚାଳନା ପାଇଁ କଲେ ପ୍ରାର୍ଥନା

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରିମଣ୍ଡଳରେ ଶପଥ ଗ୍ରହଣ ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୂଆମନ୍ତ୍ରୀ । ଅତନୁ ସବ୍ୟସାଚୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ମହାପ୍ରଭୁଙ୍କ ଦର୍ଶନ କରି ନିଜ ବିଭିଗ ସଠିକ ପରିଚାଳନା ପାଇଁ…

ଏପ୍ରିଲ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି; ବିଧାନସଭା ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୧୫ ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବେ। ୬ ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ…

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍‌ ବୈଦେଶିକ ମନ୍ତ୍ରୀ…

କାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ଜିଲ୍ଲାବାସୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

କନ୍ଧମାଳ (କେନ୍ୟୁଜ): କାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ସକାଳ ୧୧ଟାରେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏକଲକ୍ଷ ୬୫ହଜାର ୯୭ ଜଣଙ୍କୁ BSKY…

ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଲାଙ୍ଗୀର ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ । ମାଓ ସମସ୍ୟା ନେଇ ଆଲୋଚନା କରିବେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ବଲାଙ୍ଗୀର ମନହାରପୁର ପୋଲିସ ପଡିଆରେ ପହଁଞ୍ଚି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଗତ ୧ ତାରିଖରେ କ୍ୟାଡ଼ର ମାଓ ସୁରୁଜନ…

ଜୀବନରେ ଥରେ ହେଲେବି ଏହି ସ୍ଥାନ ଗୁଡିକର ମଜା ନିଶ୍ଚିତ ନିଅନ୍ତୁ

ବିଭିନ୍ନ ସ୍ଥାନ ବୁଲିବା ଏକ ଭଲ ଅଭ୍ୟାସ । ବିଭିନ୍ନ ସ୍ଥାନ ବୁଲିବା ଦ୍ୱାରା ହିଁ ସେହି ସ୍ଥାନର ସଂସ୍କୃତି, ପରମ୍ପରା ବିଷୟରେ ଆମେ ଅଧିକ ଜାଣି ପାରିଥାଉ । ଯଦି ଆପଣ ବୁଲା ବୁଲି କରିବାରେ ଆଗ୍ରହ ରଖୁଛନ୍ତି ତେବେ ଜୀବନରେ ଥରେ ହେଲେବି ଆପଣ ନିହାତି ଭାବେ ଭାରତର ଏହି ସ୍ଥାନ ଗୁଡିକ ବୁଲି…

ଫୁଲବାଣୀରେ ଗଜଲକ୍ଷ୍ମୀ ପୂଜା ବୁଲିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସାଙ୍ଗରେ ବୁଲିଛନ୍ତି ଫୁଲବାଣୀ ବିଧାୟକ

କନ୍ଧମାଳ(କେନ୍ୟୁଜ୍):  ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଫୁଲବାଣୀ ମେଡିକାଲ ଛକରେ ଥିବା ଚାଇନା ମାର୍କେଟ୍‌ ଓ କୁମ୍ଭାରପଡ଼ା ଗାଁରେ ଆୟୋଜିତ ପୂଜା ବୁଲିଛନ୍ତି । ଡକ୍ଟର ସାମନ୍ତ ଓ ଫୁଲବାଣୀ ବିଧାୟକ, ଫୁଲବାଣୀ ନିର୍ବାଚନ ମଣ୍ଡଳୀର…

ଆଜିଠୁ ନେଦରଲାଣ୍ଡ ରାଜା ଓ ରାଣୀଙ୍କର ପାଞ୍ଚ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ନେଦରଲାଣ୍ଡ ରାଜା ଵିଲିୟମ ଆଲେକଜାଣ୍ଡର ଓ ରାଣୀ ମୟିକସିନା ଆଜି ପାଞ୍ଚ ଦିବସୀୟ ଭାରତ ଗ୍ରସ୍ତରେ ଆସୁଛନ୍ତି । ସେମାନେ ଆସନ୍ତା ଅକ୍ଟୋବର ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବାର ଯୋଜନା ରହିଛି । ଏହି ସମୟରେ ସେମାନେ ଦୁଇ ଦେଶର ଦ୍ୱିପାକ୍ଷିକ ଆର୍ଥିକ ଓ ରାଜନୈତିକ…

ଝାରପଡା ଜେଲ ପରିଦର୍ଶନ କଲେ ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ଡିସିପି

ଝାରପଡା ଜେଲ ପରିଦର୍ଶନ କରିଛନ୍ତି ପୋଲିସ କମିସନର ।ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ପୋଲିସ ଡିସିପି , ଏସିପି ସ୍ପୋସାଲ ସ୍କାର୍ଡ ସମେତ ସବୁ ଥାନାର ଆଇଆଇସି ଝାରପଡା ଜେଲ ପରିସରକୁ ଯାଇଥିଲେ ।ପୋଲିସ କମିସନରଙ୍କ ସୂଚନା ଅନୁସାରେ ଝାରପଡାରେ ବହୁ ପେସାଦାର ଓ ରେଗୁଲାର ଅପରାଧୀ ରହୁଛନ୍ତି…