ମୁହଁ ହଳଦିଆ ଦେଖା ଯାଉଛି କି ? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍ର ଅଭାବରେ ହୁଏ ଏମିତି
ଯଦି ଶରୀରରେ କୌଣସି ଭିଟାମିନ୍ର ଅଭାବ ଥାଏ, ତେବେ ଏହା ପୂରା ସିଷ୍ଟମକୁ ପ୍ରଭାବିତ କରିଥାଏ । ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ଥକ୍କା, ଦୁର୍ବଳତା, ମୁଣ୍ଡ ବୁଲାଇବା, କେଶ ଝଡ଼ିବା ଏବଂ ସ୍କିନ୍ ରଙ୍ଗ ହଳଦିଆ ହେବା ଭଳି ଲକ୍ଷଣ ଦେଖାଯାଏ । ଯଦି ଚେହେରା ହଠାତ୍ ଫିକା ଦେଖାଯିବା ଆରମ୍ଭ…