ଅତ୍ୟଧିକ ଭିଟାମିନ୍ C କନଜ୍ୟୁମ୍ କରୁଛନ୍ତି କି? ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଅନେକ ଖରାପ ପ୍ରଭାବ
ଯଦି ଶରୀରରେ କୌଣସି ଭିଟାମିନର ଅଭାବ ଥାଏ, ତେବେ ଆପଣଙ୍କ ସ୍ୱାସ୍ଥ୍ୟକୁ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ନିଜ ଶରୀରରେ ଆବଶ୍ୟକ ପରିମାଣର ଭିଟାମିନ୍ ଠାରୁ ଅଧିକ ଖାଆନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ…