କିପରି ପୂରଣ କରିବେ ଭିଟାମିନ୍ D ର ଅଭାବ? ସକାଳେ କରନ୍ତୁ ଏହି କାମ
ସୁସ୍ଥ ଶରୀର କିଏ ବା ନଚାହେଁ । ଋତୁ ପରିବର୍ତ୍ତନ ସହିତ ଲୋକେ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ଯେଉଁସବୁଥିରେ ପରିବର୍ତ୍ତନ ଆସିଛି ତାହା ଆମ ଜୀବନଶୈଳୀରେ ପ୍ରଭାବ ପକାଉଛି । ଖରାପ ଖାଦ୍ୟପେୟ ହେତୁ ଶରୀରରେ ପୋଷକ ତତ୍ତ୍ବରେ ଅଭାବ ଦେଖାଦେଉଛି ।…