ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପୋଷକ ତତ୍ତ୍ୱ ହୋଇଥାଏ ଜରୁରୀ, ଜାଣନ୍ତୁ
ସାଧାରଣତଃ ପୁରୁଷଙ୍କ କାମ ବାହାରେ ରହିଥାଏ । ତେଣୁ ଏଥିପାଇଁ ତାଙ୍କୁ ଅତିରିକ୍ତ ଶକ୍ତି ବା ଉର୍ଜାର ଆବଶ୍ୟକତା ରହିଥାଏ । ପୋଷକ ତତ୍ତ୍ୱ ଭରପୂର ନେଲେ ଶରୀର ସୁସ୍ଥ ରହିଥାଏ। ରିପୋର୍ଟ ଅନୁଯାୟୀ, ସପ୍ଲିମେଣ୍ଟ ସ୍ଥାନରେ ଯଦି ପ୍ରାକୃତିକ ଫୁଡ୍ସ ଗ୍ରହଣ କରାଯାଏ, ତେବେ ବହୁତ ଭଲ ଫଳ ମିଳିଥାଏ।…