Browsing Tag

vivek agnihotri

‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର, ସୁଟିଂ ସେଟରେ ଅନିୟନ୍ତ୍ରିତ ହୋଇ ଧକ୍କା ଦେଲା ଗାଡି

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇଦ୍ରାବାଦରେ ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ ର ସୁଟିଂ ସମୟରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା। ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରେ ଫିଲ୍ମ ‘ ଦ…

ଓସ୍କାର ୨୦୨୩ ପାଇଁ ସଟ୍‌ଲିଷ୍ଟ ହେଲା ‘ଦ କଶ୍ମୀର ଫାଇଲ୍ସ’ ସମେତ ଆଉ ୫ ଭାରତୀୟ ଫିଲ୍ମ, ବିବେକ ଅଗ୍ନିହୋତ୍ରୀ କଲେ…

ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । କେବଳ କଶ୍ମୀର ଫାଇଲ୍ସ ନୁହେଁ ବରଂ କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ମଧ୍ୟ ଓସ୍କାର ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି । ଆଉ ଏହାକୁ ନେଇ ବିବେକ…

ବିବେକ ଅଗ୍ନିହୋତ୍ରୀ ତିଆରି କରିବେ କାଶ୍ମୀର ଫାଇଲ୍ସର ଦ୍ୱିତୀୟ ଭାଗ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’; କହିଲେ,…

ବିବେକ ଅଗ୍ନିହୋତ୍ରୀ ନିଜର ଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ସିକ୍ୱେଲ ତିଆରି କରିବାକୁ ଘୋଷଣା କରିଛନ୍ତି। ସିକ୍ୱେଲର ନାମ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’ ହେବ। ସିକ୍ୱେଲ ବିଷୟରେ ଘୋଷଣା କରି ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି, ଆମ ପାଖରେ କାଶ୍ମୀର ପଣ୍ଡିତମାନଙ୍କର ଦୁଃଖ…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ଅଶ୍ଲୀଳ ଏବଂ ପ୍ରଚାର ଭିତ୍ତିକ ବୋଲି କହିଲେ IFFI ଜୁରୀ ନାଦବ ଲାପିଡ, ଅନୁପମ ଖେର…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଟିପ୍ପଣୀ ଦେଇ ଫସିଛନ୍ତି ଇସ୍ରାଏଲର ରାଜଦୂତ ନାଦବ ଲାପିଡ । ଗୋଆ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଟରନେସନ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI))ର ଜୁରୀ ମୁଖ୍ୟ ନାଦବ ଲାପିଡ କହିଛନ୍ତି, ‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଏକ ଅଶ୍ଳୀଳ ଏବଂ ପ୍ରଚାର ଭିତ୍ତିକ ହୋଇଥିବା…

ରାହୁଲ ଗାନ୍ଧୀଙ୍କୁ ‘ଇଡିୟଟ୍‌’ ବୋଲି କହିଲେ ବିବେକ ଅଗ୍ନିହୋତ୍ରୀ, ମହମ୍ମଦ ଜୁବୈରଙ୍କ ସମର୍ଥନରେ କହିଥିଲେ କଂଗ୍ରେସ…

କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସିନେ ପରଦାରେ ପ୍ରଦର୍ଶିତ କରି ‘ଦ କଶ୍ମୀର ଫାଇଲ୍ସ’ ଦର୍ଶକଙ୍କୁ ହୃଦୟ ଜିତିଥିଲା। ଏହି ଫିଲ୍ମର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସବୁବେଳେ ବେପରୁଆ ବୟାନ ବାଜି କରିଥାନ୍ତି। ଏବେ ପୁଣିଥରେ ସେମିତି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିବେକ।…

‘ଦ କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକଙ୍କ ବଡ଼ ଘୋଷଣା! ୫ ବିଦ୍ୟାର୍ଥୀଙ୍କୁ ଦେବେ ୫୦ ହଜାର ଲେଖାଏ ଟଙ୍କା; ଫିଲ୍ମରେ ମିଳିବ…

‘ଦ କାଶ୍ମୀର ଫାଇଲ୍ସ’ର ଅପାର ସଫଳତା ପରେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏବେ ୫ ଜଣ ବିଦ୍ୟାର୍ଥୀଙ୍କ ଭାଗ୍ୟ ଫିଟିଯିବ। ଖାସ୍‌ କଥା ହେଉଛି, ନିକଟରେ ଆୟୋଜିତ ଏକ ଫିଲ୍ମ ଉତ୍ସବରେ ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି। ଅଗ୍ନିହୋତ୍ରୀ ନିଜ…

ବ୍ରିଟିଶ୍‌ ସଂସଦ ଯିବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଆସିଛି ନିମନ୍ତ୍ରଣ

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବେଶ୍‌ ଚର୍ଚ୍ଚିତ ହୋଇଯାଇଛନ୍ତି। ଦେଶର ଅନେକ ସହରରୁ ତାଙ୍କୁ ନିମନ୍ତ୍ରଣ ଆସୁଛି। ସେଠାରେ ପହଞ୍ଚି ବିବେକ ଫିଲ୍ମ ବିଷୟରେ ନିଜ ମତାମତ ଦେଉଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବିବେକଙ୍କୁ ବ୍ରିଟିଶ୍‌ ସଂସଦରୁ…

ପାଗଳ, ମୁର୍ଖ, ନିର୍ବୁଦ୍ଧିଆ…! ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲକୁ ଏମିତି କାହିଁକି କହିଲେ ‘ଦ କଶ୍ମୀର ଫାଇଲ୍ସ’…

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’କୁ କର ମୁକ୍ତ କରିବାକୁ ବୟାନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ…

ଦୈନିକ ଖଟିଖିଆ ଲୋକଙ୍କ ପାଇଁ ଫଣ୍ଡ ଜମା କରିବେ ଏହି ଫିଲ୍ମ ନିର୍ମାତା, ଘରେ ବସି ତିଆରି କରୁଛନ୍ତି ପେଣ୍ଟିଙ୍ଗ

କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଲକଡାଉନ ହୋଇଯାଇଛି । ଏବେ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହାରି ଭିତରେ ଫିଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଟୁଇଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ପେଣ୍ଟିଙ୍ଗ କରୁଥିବା ନଜର ଆସିଛନ୍ତି । ବିବେକ ଏହି…