Browsing Tag

vivo

ଲଞ୍ଚ ହେଲା Vivoର ଏହି ଦମଦାର ଫୋନ୍‌, ୧୫ ହଜାର ଟଙ୍କାରୁ ବି କମ୍‌ ରହିଛି ଦାମ୍‌

ଯଦି ଆପଣ ୧୫,୦୦୦ ଟଙ୍କା ବଜେଟରେ ଏକ ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ Vivo ଆପଣଙ୍କ ପାଇଁ ଆଣିଛି ଏକ ଦମଦାର ମଡେଲ । Vivo T3X 5G ସ୍ମାର୍ଟଫୋନର ଦମଦାର ଫିଚର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୟୁଜର୍ସମାନେ ଏହି ଡିଭାଇସରେ ଡୁଆଲ୍‌ ଷ୍ଟେରିଓ ସ୍ପିକର ଏବଂ…

ଭାରତରେ ଲଞ୍ଚ ହେବାକୁ ଯାଉଛି Vivo V30e, ମିଳିବ ଧମାକାଦାର ଫିଚର୍ସ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Vivo ଗତ ଏକ ବର୍ଷ ମଧ୍ୟରେ ଅନେକ ଜବରଦସ୍ତ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Vivo ଲିଷ୍ଟରେ ବଜେଟ୍ ଫୋନ ଠାରୁ ଆରମ୍ଭ କରି ମିଡରେଞ୍ଜ୍ ଏବଂ ଫ୍ଲାଗସିପ୍ ସେଗମେଣ୍ଟ ପର୍ଯ୍ୟନ୍ତ ଅନେକ ସ୍ମାର୍ଟଫୋନ୍ ରହିଛି । ବର୍ତ୍ତମାନ, ଭିଭୋର ଅନେକ ସ୍ମାର୍ଟଫୋନ୍ ବଜାରରେ…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo T3x 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vivo ବଜେଟ୍ ରେଞ୍ଜରେ ଆଉ ଏକ ଧମାକାଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ Vivo T3x 5G ହେବ ଏବଂ କମ୍ପାନୀ ଏହାର ସମ୍ଭାବ୍ୟ ମୂଲ୍ୟ ମଧ୍ୟ ପ୍ରକାଶ କରିଛି । ଆସନ୍ତୁ ଏହି ଫୋନ୍ ବିଷୟରେ ଜାଣିବା । ଭିଭୋ ଭାରତରେ ଏହାର ଟି ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ…

ଲଞ୍ଚ ହେଲା Vivoର ଶସ୍ତା 5 ଜି ଫୋନ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

Vivo ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ Y ସିରିଜର ଏକ ନୂଆ ସ୍ମାର୍ଟଫୋନ୍ Vivo Y28 5G ଲଞ୍ଚ କରିଛି । Vivo Y27ର ଏହି ଅପଗ୍ରେଡ୍ ମଡେଲରେ କମ୍ପାନୀ ମିଡିଆ ଟେକ୍ ପ୍ରୋସେସର୍, ପାଓ୍ଵାରଫୁଲ୍‌ ବ୍ୟାଟେରୀ ଏବଂ ୫୦ ମେଗାପିକ୍ସେଲ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଭଳି ଫିଚର ଦେଇଛି । Vivo…

Vivoର ଏହି ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ କଣ ରହିଛି ଅଫର

ବର୍ତ୍ତମାନ ୟୁଜରମାନେ କମ୍ ଦାମରେ ବଢ଼ିଆ ଫିଚର ସହିତ ଦମଦାର ଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି । ଯଦି ଆପଣ ମଧ୍ୟ କମ୍ ଦାମରେ ଏକ ଭଲ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆମାଜନରେ Vivo Y17 ଫୋନରେ ଭଲ ଡିସକାଉଣ୍ଟ ମିଳୁଛି । ଏହା…

ଲଞ୍ଚ ହେଲା Vivo X100 ସିରିଜ୍, ଜାଣନ୍ତୁ ଦାମ ଏବଂ ଫିଚର୍ସ

Vivo କମ୍ପାନୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Vivo X100 ସିରିଜ୍ ଲଞ୍ଚ କରିଛି । ଲାଟେଷ୍ଟ ସିରିଜ୍ ଅଧୀନରେ ଦୁଇଟି ହ୍ୟାଣ୍ଡସେଟ୍ –Vivo X100 ଏବଂ Vivo X100 Pro ଲଞ୍ଚ କରାଯାଇଛି । ଏହି ସିରିଜର ସବୁଠାରୁ ବଡ ଫିଚର ହେଉଛି ଏହାର ଚିପସେଟ । ଏହା ହେଉଛି ଦୁନିଆର ପ୍ରଥମ ଫୋନ, ଯେଉଁଥିରେ…

ଷ୍ଟାଇଲିସ୍‌ ଡିଜାଇନ ସହ ଭାରତରେ ଲଞ୍ଚ ହେଲା Vivo Y17s, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଭିଭୋ ନିଜର ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ମଡେଲ ଆଣିଥାଏ । କମ୍‌ ଦାମରେ ଭଲ ଫିଚର ଫୋନ ଗ୍ରାହକଙ୍କୁ ଯୋଗାଇଥାଏ ଭିଭୋ । ତେବେ ଭିଭୋ ଅଫିସିଆଲ ଭାବରେ ଭାରତରେ Vivo Y17s ଲଞ୍ଚ କରିଛି । ଭିଭୋ ତରଫରୁ କୁହାଯାଇଛି ଯେ Vivo Y17s ସ୍ମାର୍ଟଫୋନ୍ ଭାରତର ଗ୍ରେଟର ନୋଏଡାର ପ୍ଲାଣ୍ଟରେ ତିଆରି…

ଭାରତରେ Lava ଲଞ୍ଚ କଲା ସବୁଠୁ ଶସ୍ତା 5G ଫୋନ, Vivo Y56 5Gର ନୂଆ ଭାରିଆଣ୍ଟ ବି ହେଲା ଲଞ୍ଚ

Lava ଏହାର ନୂଆ ଫୋନ୍ Lava Blaze Pro 5G ଭାରତରେ ଲଞ୍ଚ କରିଛି । Lava Blaze Pro 5G ର ମୂଲ୍ୟ ୧୩ ହଜାରରୁ କମ୍ ରହିଛି । Lava Blaze Pro 5Gରେ ମିଡିଆ ଟେକ୍ ଡାଇମେନସିଟି ୬୦୨୦ ପ୍ରୋସେସର ଦିଆଯାଇଛି । ଏହା ବ୍ୟତୀତ ଫୋନରେ ଆଣ୍ଡ୍ରଏଡ୍ 13 ଦିଆଯାଇଛି । ଏଥିରେ ୮ GB RAM ସହିତ ୧୨୮ GB…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ Vivo V29 ଏବଂ V29 Pro, ରହିଛି ଭଲ ବ୍ୟାଟେରୀ ଓ ଫିଚର

Vivo V29 5G ଏବଂ V29 Pro 5G ଲଞ୍ଚ ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଛି । ତେବେ ଏହି ସ୍ମାଟଫୋନର ଫିଚର ସାମ୍ନାକୁ ଆସିଛି । ଖୁବଶୀଘ୍ର Vivo V29 5G ଏବଂ V29 Pro 5G ଭାରତରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହା ସହିତ ଫୋନର ମୂଲ୍ୟ ମଧ୍ୟ ଜଣା ପଡ଼ିଛି । ଏନେଇ ଏକ ନୂଆ…

ଲଞ୍ଚ ପୂର୍ବରୁ ଲିକ୍‌ ହେଲା Vivo V29eର ପ୍ରାଇସ ଏବଂ ଫିଚର, ଜାଣନ୍ତୁ ମିଳିବ କେଉଁ ସୁବିଧା

ଭାରତରେ ଅନେକ ଫୋନ ପ୍ରତ୍ୟେକ ଦିନ ଲଞ୍ଚ ହେଉଛି । ଲଞ୍ଚ ହେଉଥିବା ଏହି ଫୋନ ମଧ୍ୟରେ ଭିଭୋ ଲଞ୍ଚ କରୁଥିବା ଫୋନ ଅନ୍ୟତମ । ଭିଭୋ ନିଜର କ୍ୟାମେରା-ଫୋକସ୍ ଭି-ସ୍ମାର୍ଟଫୋନ୍ ସିରିଜ୍ Vivo V29e ଦ୍ୱାରା ରିଫ୍ରେସ କରୁଛି । ଏହି ନୂଆ ଭିଭୋ ସ୍ମାର୍ଟଫୋନ୍ ଅଗଷ୍ଟ ୨୮ରେ ଲଞ୍ଚ ହେବ। କିନ୍ତୁ ଲଞ୍ଚ…

ଭିଭୋ ଲଞ୍ଚ କଲା କମ ଦାମରେ ବଢ଼ିଆ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଭିଭୋ ନିଜର ମିଡ ରେଞ୍ଜ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହାର ନାମ ହେଉଛି Vivo Y36 ଯାହା 2.5D କର୍ଭଡ ଗ୍ଲାସ ସହିତ ଆସିଛି । ଏହା ଦୁଇଟି କଲରରେ ଲଞ୍ଚ ହୋଇଛି । ଭିଭୋର ଏହି ଲାଟେଷ୍ଟ ଫୋନ, ସ୍ନାପଡ୍ରାଗନ 680 SoC ଦ୍ୱାରା ଚାଲିଥାଏ ଏବଂ ଏହା 8GB RAM ସହିତ ଯୋଡ଼ି ହୋଇଛି । ଫୋନରେ…

ଭାରତରେ ଏଣ୍ଟ୍ରି କଲା Vivo X90 Series, ପ୍ରି-ବୁକିଂ କଲେ ମିଳିବ ବଢ଼ିଆ ରିହାତି

ଭାରତରେ Vivo X90 ଓ Vivo X90 pro ଲଞ୍ଚ ହୋଇଯାଇଛି। ଦୁଇଟି ଫୋନର ମୂଲ୍ୟ ଏବଂ ଫିଚର ରହିଛି ଦମଦାର। ଭିଭୋ ନିଜର ଅଫିସିଆଲ ସାଇଟ୍ ଓ ଫିଲ୍ପକାର୍ଟ ରେ ଏକ୍ସ ସିରିଜରେ ଦୁଇଟି ମଡେଲ୍ ଲଞ୍ଚ କରିଛି। ଭାରତୀୟ ବଜାରରେ ଏହାର ପ୍ରି-ବୁକିଂ ତାରିଖ, ବିକ୍ରି ହେବାର ତାରିଖ ଏବଂ ମୂଲ୍ୟ ସମ୍ପର୍କରେ…