Browsing Tag

vladimir putin

ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିବା ପରେ ଏବେ ଭାରତବାସୀଙ୍କୁ ତାରିଫ୍‌ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ପୁଟିନ୍‌ କହିଛନ୍ତି, ଭାରତୀୟଙ୍କ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ଆଗାମୀ ଦିନରେ ବହୁତ ସଫଳତା ଓ ଅଗ୍ରଗତି ହାସଲ କରିବ। ପୁଟିନ୍‌…

ରୁଷ୍‌ର କ୍ଷମତାରୁ ପୁଟିନଙ୍କୁ ହଟାଇବା ପାଇଁ ଜୋର୍‌ଦାର ପ୍ରସ୍ତୁତି! ରିପୋର୍ଟରେ ରିପ୍ଲେସ୍‌ମେଣ୍ଟର ଚର୍ଚ୍ଚା

ରୁଷ୍‌ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରିପ୍ଲେସ୍‌ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦାର ପ୍ରମୁଖ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ମିଡିଆ ରିପୋର୍ଟ ମୁତାବକ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶେଷ ହେବା…

ପରମାଣୁ ଧମକ ଦେଲେ ପୁଟିନ୍‌! ଟେଲିଭିଜନ ବାର୍ତ୍ତାରେ କହିଲେ, ‘ଦେଶ ପ୍ରତି ବିପଦ ଆସିଲେ ସମସ୍ତ ଅସ୍ତ୍ର ପ୍ରୟୋଗ…

ପରମାଣୁ ଧମକ ଦେଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନ୍‌ ଏକ ବଡ଼ ଘୋଷଣା କରି ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏକ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ସେ ଦେଶବାସୀଙ୍କୁ ଏକ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ…

ଉଜବେକିସ୍ତାନ ସମରକନ୍ଦରେ ପୁଟିନ୍ -ଜିନପିଙ୍ଗ ସାକ୍ଷାତ

ନୂଆଦିଲ୍ଲୀ : ଭେଟ ହେଲେ ପୁରୁଣା ବନ୍ଧୁ । ଉଜବେକିସ୍ତାନ ସମରକନ୍ଦରେ ହେଲା ପୁଟିନ୍ - ଜିନପିଙ୍ଗ ସାକ୍ଷାତ । ଏହି ସାକ୍ଷାତ ସମୟରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା। ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଖୁସି ବୋଲି କହିଛନ୍ତି ଜିନପିଙ୍ଗ । ୟୁକ୍ରେନ୍ ଯୁଦ୍ଧ ସମେତ…

G7 ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଲେ ପୁଟିନ୍‌! ମୂଲ୍ୟର ସୀମା ନିର୍ଦ୍ଧାରଣ କରିବ ତ ସବୁଦିନ ପାଇଁ ବନ୍ଦ କରିଦେବି ତୈଳ ଓ…

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବେ ତାତି ଉଠିଛନ୍ତି। ଯେଉଁ ଦେଶଗୁଡ଼ିକ ତୈଳ ମୂଲ୍ୟର ସୀମା (ପ୍ରାଇସ୍‌ କାମ୍ପିଂ) ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି, ପୁଟିନ୍‌ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପୁଟିନ୍‌ କହିଛନ୍ତି କି, ଯେଉଁ…

‘ପୁଟିନ୍‌ଙ୍କ ବ୍ରେନ୍‌’ କୁହାଯାଉଥିବା ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅକୁ ହତ୍ୟା; ବମ୍‌ରେ ଉଡ଼ାଇ ଦେଲେ ଆକ୍ରମଣକାରୀ…

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ସବୁଠାରୁ ଘନିଷ୍ଠ ସହଯୋଗୀ ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅ ଦାରିଆ ଦୁଗିନ୍‌ଙ୍କୁ ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ମସ୍କୋରେ ଏକ କାର୍‌ରେ ବୋମା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି, ଆକ୍ରମଣକାରୀମାନେ ଦାରିଆଙ୍କ…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଆଲିନାଙ୍କୁ ବ୍ୟାନ୍‌ କଲା ଆମେରିକା, ପାସ୍‌ଫୋର୍ଟ ରଦ୍ଦ

ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଉପରେ ଆମେରିକାର କଟକଣା। ରୁଷ ରାଷ୍ଟ୍ରପତିଙ୍କ ଉପରେ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଆଲିନା ମାରତୋଭନାଙ୍କ ଉପରେ କଟକଣା ଲଗାଇଛି ଆମେରିକା। ତାଙ୍କ ପାର୍ସପୋଟକୁ ରଦ୍ଦ କରାଯାଇଛି। ୩୯ ବର୍ଷୀୟା ଆଲିନାଙ୍କ ପୁଟିନଙ୍କ ସହ ଘନିଷ୍ଠ ସମ୍ପର୍କ…

ପ୍ରଧାନମନ୍ତ୍ରୀ ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ, ଏହି ସବୁ ପ୍ରସଙ୍ଗରେ ହେଲା ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ୟୁକ୍ରେନ ପରିସ୍ଥିତି ଉପରେ ଭାରତର ସ୍ଥିତିକୁ ଦୋହରାଇବା ସହ କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରିଛନ୍ତି। ରୁଷ୍‌-ୟୁକ୍ରେନ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ…

ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ମୃତ୍ୟୁ କ’ଣ ସତରେ ହୋଇଯାଇଛି, MI6 ମୁଖ୍ୟଙ୍କ ଦାବିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଏବେ ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ମୃତ୍ୟୁକୁ ନେଇ ଏକ ଖବର ଉଡ଼ିବାରେ ଲାଗିଛି । ଏକ ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ତା ଅତ୍ୟନ୍ତ ଖରାପ ଯୋଗୁ ତାଙ୍କୁ ମେଡିକାଲରେ ଆଡମିଟ କରାଯାଇଛି । ସେ ରକ୍ତ କର୍କଟରେ ପୀଡିତ ଯୋଗୁ ଦିନକୁ…

ପୁଟିନଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ ! ରୁଷିଆରେ ନୁହେଁ ଅନ୍ୟ ଦେଶରେ ହେବ ପୁଟିନଙ୍କ ମୃତ୍ୟୁ !

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି । ଯୁଦ୍ଧର ଭୟାବହତା ଏଭଳି ଭାବରେ ଗତି କରୁଛି କି ସେଠି ଆଉ କୌଣସି ଦେଶ ମଧ୍ୟ ସାମନାକୁ ଆସିବାକୁ ସାହସ କଲେ ନାହିଁ । କିନ୍ତୁ ଏସବୁ ଭିତରେ ବି ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତିଦିନ…

ଥରେ ନୁହେଁ, ୫ ଥର ହୋଇଛି ପୁଟିନଙ୍କୁ ହତ୍ୟା ଉଦ୍ୟମ! ଏବେ ଗାଧୋଇବା, ଖାଇବାକୁ ମଧ୍ୟ ଭୟ କରୁଛନ୍ତି ରୁଷ୍‌ ରାଷ୍ଟ୍ରପତି

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏବେ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ପୁଟିନ ପୂର୍ବରୁ ହିଁ ଖୁଲାସା କରି ସାରିଛନ୍ତି ଯେ ତାଙ୍କ ଉପରେ ୫ ଥର ହତ୍ୟା ଉଦ୍ୟମ ହୋଇଛି। ଏବେ ରାଷ୍ଟ୍ରପତିଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ…

ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ, ମହଙ୍ଗା ପଡ଼ିପାରେ ନାଟୋରେ ସାମିଲ ହେବା

ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ। ନାଟୋରେ ସାମିଲ ହେବା ଫିନ୍‌ଲାଣ୍ଡ ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ। ନାଟୋର ସଦସ୍ୟତା ପାଇଁ ଆବେଦନ ପୂର୍ବରୁ ଫିନ୍‌ଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋଙ୍କ ସହ କଥା ହୋଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଫୋନ୍‌ରେ କଥାବାର୍ତ୍ତା ବେଳେ…