ହାତ ଛାଡ଼ିଲା ଜିଓ, ଏବେ ଫ୍ରି-କଲ୍ ସୁବିଧା ଦେବେ ଏହି କମ୍ପାନୀ
ଯେଉଁ ଆଶା ନେଇ ଗ୍ରାହକ ଜିଓ ନେଟଓ୍ଵାର୍କ ଆପଣାଇ ଥିଲେ ସେ ଆଶା ଏବେ ଧୂଳିସାତ୍ ହେବାକୁ ଯାଉଛି। ବୁଧବାର ଜିଓ ଅନ୍ୟ ନେଟ୍ଓ୍ଵାର୍କକୁ କଲ୍ କରିବାକୁ ହେଲେ ଅର୍ଥ ଦେବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ ଏବେ ଗ୍ରାହକ ଜିଓ ନେଟ୍ଓ୍ଵାର୍କକୁ ଗୁଡ୍ ବାଏ କହିବାକୁ ସଜବାଜ ହେଉଥିବା ବେଳେ…