Vodafone Idea ୟୁଜର୍ସଙ୍କ ପାଇଁ ଖୁସି ଖବର, ଏହି ଶସ୍ତା ପ୍ଲାନରେ ମିଳିବ ୮୪ ଦିନର ଲଙ୍ଗ୍ ଭାଲିଡିଟି
ଏୟାରଟେଲ ଏବଂ ଜିଓ ପରି ଭୋଡାଫୋନ୍ ଆଇଡିଆ ମଧ୍ୟ ମୋବାଇଲ୍ ରିଚାର୍ଜ ପ୍ଲାନକୁ ଜୁଲାଇରେ ମହଙ୍ଗା କରିଥିଲା । ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀର ୟୁଜର୍ସ କ୍ରମାଗତ ଭାବେ ହ୍ରାସ ପାଉଛନ୍ତି । କମ୍ପାନୀ ଏହାର ୟୁଜର୍ସଙ୍କୁ ନେଟୱାର୍କରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଅଫର ପ୍ରଦାନ…