ଭୋଡାଫୋନ୍ ଆଇଡିଆ (Vi) ଲଞ୍ଚ୍ କଲା ନୂଆ ପ୍ଲାନ୍, ମିଳିବ ଅନଲିମିଟେଡ୍ ଡାଟା ସହ Amazon Prime ର ସୁବିଧା
ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ (VI) ୟୁଜର୍ସଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ୟୁଜର୍ସଙ୍କ ପାଇଁ ଏଣ୍ଟରଟେନମେଣ୍ଟ ପ୍ଲସ୍ ଫ୍ୟାମିଲି ପୋଷ୍ଟ୍ପେଡ୍ ପ୍ଲାନ୍ (Entertainment Plus Postpaid Plan) ଆଣିଛି। ତେବେ ଜାଣନ୍ତୁ ଏହି Vodafone Idea Plan ର…